ସିଡନି: ଆଜି ମହିଳା ଟି-20 ବିଶ୍ବକପର ସେମିଫାଇନାଲ ଲଢେଇ । ଭାରତ-ଇଂଲଣ୍ଡ ମଧ୍ୟରେ ଖେଳାଯିବ ଏହି ହାଇଭୋଲଟେଜ ଲଢେଇ ।
ତେବେ ସିଡନି ଗ୍ରାଉଣ୍ଡରେ ଖେଳାଯିବାକୁ ଥିବା ଏହି ହାଇଭୋଲଟେଜ ଟକ୍କରରେ ବର୍ଷା ବାଧକ ସାଜିଛି । ଫଳରେ ଟସ୍ ପଡିବାରେ ବିଳମ୍ବ ହୋଇଛି ।
-
☔ India v England weather update
— T20 World Cup (@T20WorldCup) March 5, 2020 " class="align-text-top noRightClick twitterSection" data="
To complete a 10 over a side match, the toss must be held by 4.36pm local time, and play must commence by 4.51pm local time.
We will keep you updated as the day progresses.#INDvENG | #T20WorldCup pic.twitter.com/MVUfMBcuC4
">☔ India v England weather update
— T20 World Cup (@T20WorldCup) March 5, 2020
To complete a 10 over a side match, the toss must be held by 4.36pm local time, and play must commence by 4.51pm local time.
We will keep you updated as the day progresses.#INDvENG | #T20WorldCup pic.twitter.com/MVUfMBcuC4☔ India v England weather update
— T20 World Cup (@T20WorldCup) March 5, 2020
To complete a 10 over a side match, the toss must be held by 4.36pm local time, and play must commence by 4.51pm local time.
We will keep you updated as the day progresses.#INDvENG | #T20WorldCup pic.twitter.com/MVUfMBcuC4
ତେବେ ଶୀଘ୍ର ବର୍ଷା କମିବା ନେଇ ଆଶା କରାଯାଉଛି । ଫାଇନାଲ ଟିକେଟ ହାସଲ ପାଇଁ ଉଭୟ ଦଳ ମଧ୍ୟରେ ହୋଇପାରେ ଜୋରଦାର ଟକ୍କର । ତେବେ ବର୍ଷା ଯଦି ଯୋଗୁଁ ମ୍ୟାଚ ବାତିଲ ହୁଏ ଭାରତୀୟ ଦଳ ଫାଇଦାରେ ରହିବ । ପଏଣ୍ଟ ଟେବୁଲରେ ଶୀର୍ଷରେ ଥିବାରୁ ଫାଇାନାଲରେ ପହଞ୍ଚିଯିବ ଭାରତ । ଅନ୍ୟପଟେ 2ୟ ସେମିଫାଇନାଲ ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବାର ଥିଲା । ଏହି ମ୍ୟାଚ ବର୍ଷା ଯୋଗୁଁ ସମ୍ଭବ ନହେଲେ, ଅଷ୍ଟ୍ରେଲିଆ ମ୍ୟାଚ ନଖେଳି ସିଧାସଳଖ ଫାଇନାଲ ପ୍ରବେଶ କରିବ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ