ETV Bharat / sports

26ବର୍ଷର ରେକର୍ଡ ଭାଙ୍ଗିଲେ କୋହଲି - ସର୍ବାଧିକ ରନ ହାସଲ କରିଥିବା ଖେଳାଳୀ ହେଲେ କୋହଲି

ଇଣ୍ଡିଜ ବିପକ୍ଷରେ 2ୟ ଦିନିକିଆ ମ୍ୟାଚରେ ବିରାଟ କୋହଲି ଭାଙ୍ଗିଲେ ମିୟାଂଦାଦଙ୍କ ରେକର୍ଡ । ସେ ହୋଇଯାଇଛନ୍ତି ଇଣ୍ଡିଜ ବିପକ୍ଷରେ ସର୍ବାଧିକ ରନ ହାସଲ କରିଥିବା ଖେଳାଳୀ ।

ଫଟୋ ସଜୌନ୍ୟ: ସୋସିଆଲ ମିଡିଆ
author img

By

Published : Aug 11, 2019, 9:25 PM IST

ହାଇଦ୍ରାବାଦ: ଆଜିର ମ୍ୟାଚରେ କୋହଲି ମାତ୍ର 19ରନ କରିବା ମାତ୍ରେ ଭାଙ୍ଗିଲେ ମିୟାଂଦାଦଙ୍କ ରେକର୍ଡ । ଏହା ପରେ ସେ ହୋଇଯାଇଛନ୍ତି ଇଣ୍ଡିଜ ବିପକ୍ଷରେ ସର୍ବାଧିକ ରନ ହାସଲ କରିଥିବା ଖେଳାଳୀ ।

ପାକିସ୍ତାନର ଦିଗଜ୍ଜ ଖେଳାଳୀ ଜାଓ୍ବେଦ ମିୟାଂଦାଦ ଇଣ୍ଡିଜ ବିପକ୍ଷରେ 64 ଦନିକିଆ ମ୍ୟାଚ ଖେଳି 1930ରନ ହାସଲ କରିଥିଲେ । ତାଙ୍କ ପରେ 2ୟ ସ୍ଥାନରେ କୋହିଲଙ୍କ ନାଁ ରହିଥିଲା ।

କିନ୍ତୁ ଏହି 26ବର୍ଷ ତଳର ରେକର୍ଡ ଆଜି ପୋର୍ଟ ଅଫ୍‌ ସ୍ପେନରେ 2ୟ ଦିନିକିଆ ମ୍ୟାଚରେ ଭାଙ୍ଗିଛନ୍ତି କୋହଲି ।

କୋହଲି 34ଟି ଦିନିକିଆ ମ୍ୟାଚରେ ଏହି କୀର୍ତ୍ତିମାନ ହାସଲ କରିଛନ୍ତି ।

ସୂଚନାଥାଉକି, କୋହଲି ଇଣ୍ଡିଜ ବିପକ୍ଷରେ ପ୍ରଥମ ଦିନିକିଆରେ ଏହି ରେକର୍ଡ ହାସଲ କରି ପାରିଥାନ୍ତେ । କିନ୍ତୁ ବର୍ଷା କାରଣରୁ ପ୍ରଥମ ଦିନିକିଆ ମ୍ୟାଚ ମାତ୍ର 13 ଓଭରର ମ୍ୟାଚ ଖେଳାଯାଇଥିଲା । ଏଥିରେ ଇଣ୍ଡିଜ ପ୍ରଥମେ ବ୍ୟାଟିଂ କରିଥିଲା ।

Intro:Body:Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.