ETV Bharat / sports

'ଅଭଦ୍ରାମୀକୁ ଷ୍ଟାଡିୟମ ବାହାରେ ଛାଡି ଆସନ୍ତୁ, ଭାରତର ସମର୍ଥନ କରନ୍ତୁ' - ଭାରତ ବନାମ ଅଷ୍ଟ୍ରେଲିଆ

ଘରୋଇ ଦଳର ଅଧିନାୟର ଟିମ୍‌ ପେନ ନିଜର ଘରୋଇ ଦର୍ଶକଙ୍କୁ ଏକ ଉପଦେଶ ଦେଇଛନ୍ତି । ସେ କହିଛନ୍ତି ଯେ, ଦର୍ଶକମାନେ ଅଭଦ୍ରାମୀକୁ ଗେଟ ପାଖରେ ଛାଡିକି ଆସନ୍ତୁ । ଖେଳାଳିଙ୍କ ସମ୍ମାନ କରନ୍ତୁ ଓ ଏକ ଭଲ ସମୟ ଅତିବାହିତ କରନ୍ତୁ ।

'ଅଭଦ୍ର ବ୍ୟବହାରକୁ ଷ୍ଟାଡିୟମ ବାହାରେ ଛାଡିକି ଆସନ୍ତୁ, ଭାରତର ସମର୍ଥନ କରନ୍ତୁ'

author img

By

Published : Jan 14, 2021, 3:18 PM IST

ବ୍ରିସବେନ: ସିଡନୀ ଟେଷ୍ଟରେ ଭାରତୀୟ ଖେଳାଳିଙ୍କ ପ୍ରତି ଜାତିଆଣ ଆକ୍ଷେପ କରିଥିଲେ ଅଷ୍ଟ୍ରେଲିଆର ଦର୍ଶକମାନେ । ଏହାପରେ କ୍ରିକେଟ ଅଷ୍ଟ୍ରେଲିଆ ଭାରତୀୟ ଖେଳାଳିଙ୍କୁ ଲିଖିତ ଆକାରରେ କ୍ଷମା ମଧ୍ୟ ମାଗିଥିଲା । ତେବେ ଘରୋଇ ଦଳର ଅଧିନାୟର ଟିମ୍‌ ପେନ ବି ଜାତିଆଣ ଆକ୍ଷେପକୁ ନିନ୍ଦା କରିଛନ୍ତି ।

ସେ କହିଛନ୍ତି ଯେ, ଦର୍ଶକଙ୍କ ବ୍ୟବହାରର କଥାକୁ ଦେଖିଲେ ଆମେ ସେମାନଙ୍କୁ କ୍ଷମା କରିବୁ ନାହିଁ । ଏବେ ଜାତିଆଣ ଆକ୍ଷେପ ହେବ ନାହିଁ । ଦର୍ଶକମାନେ ଆସି କ୍ରିକେଟର ମଜା ନିଅନ୍ତୁ, ଅଷ୍ଟ୍ରେଲିଆର ସମର୍ଥନ କରନ୍ତୁ, ଭାରତର ସମର୍ଥନ କରନ୍ତୁ । ଯଦି ପସନ୍ଦ ଅମ୍ପାୟରଙ୍କ ସମର୍ଥନ କରନ୍ତୁ । କିନ୍ତୁ ମୋର ଗୋଟେ ଉପଦେଶ ଅଛି । ଦର୍ଶକମାନେ ଅଭଦ୍ରାମୀକୁ ଗେଟ ପାଖରେ ଛାଡିକି ଆସନ୍ତୁ । ଖେଳାଳିଙ୍କ ସମ୍ମାନ କରନ୍ତୁ ଓ ଏକ ଭଲ ସମୟ ଅତିବାହିତ କରନ୍ତୁ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.