ETV Bharat / sports

ଭାରତ-ଇଣ୍ଡିଜ ସିରିଜରେ ବଦଳିଯିବ ନୋ-ବଲ ନିୟମ - ଭାରତ-ଇଣ୍ଡିଜ ସିରିଜ

ଏଣିକି ଫିଲ୍ଡରେ ଥିବା ଅମ୍ପାୟାର ଫ୍ରଣ୍ଟ ଫୁଟ ନୋ-ବଲ ନେଇ ନିର୍ଣ୍ଣୟ କରିବେ ନାହିଁ । ପ୍ରଣ୍ଟଫୁଟ ନୋ-ବଲକୁ ନେଇ ଆଇସିସିର ନୂଆ ନିୟମ । ଅଧିକ ପଢନ୍ତୁ...

ନୋ-ବଲ ନୀୟମ
ନୋ-ବଲ ନୀୟମ
author img

By

Published : Dec 5, 2019, 10:27 PM IST

ହାଇଦ୍ରାବାଦ: ପ୍ରଣ୍ଟଫୁଟ ନୋ-ବଲକୁ ନେଇ ଆଇସିସିର ନୂଆ ନିୟମ । ଏଣିକି ଫିଲ୍ଡରେ ଥିବା ଅମ୍ପାୟାର ଫ୍ରଣ୍ଟ ଫୁଟ ନୋ-ବଲ ନେଇ ନିର୍ଣ୍ଣୟ କରିବେ ନାହିଁ । 3ୟ ଅମ୍ପାୟାର ବା ଟିଭି ଅମ୍ପାୟାର ଫିଲ୍ଡ ଅମ୍ପାୟରଙ୍କ ସହ କଥା ହୋଇ ନିଷ୍ପତ୍ତି ଜଣାଇବେ ।

ଏହି ନିୟମ ଭାରତ-ୱେଷ୍ଟଇଣ୍ଡିଜ ଟି20 ସିରିଜରୁ ଲାଗୁ ହେବ । ଚଳିତ ବର୍ଷ ଅଗଷ୍ଟ ମାସରେ ଆଇସିସି ପକ୍ଷରୁ ନିଷ୍ପତ୍ତି ହୋଇଥିଲା । ଏନେଇ ଆଇସିସି ପକ୍ଷରୁ ଟ୍ବିଟ କରାଯାଇ ସୂଚନା ଦିଆଯାଇଛି ।

ଏହି ନିୟମ ଅନୁଯାୟୀ 3ୟ ଅମ୍ପାୟାର ପ୍ରତ୍ୟେକ ବଲ ବୋଲିଂ ପରେ ନଜର ରଖିବେ । ତେବେ ଏହି ନୂଆ ନୀୟମ ଅନୁଯାୟୀ ଫିଲ୍ଡ ଅମ୍ପାୟାର ନିଜ ଇଛାରେ କୌଣସି ବଲକୁ ନୋ-ବଲ କରାଇ ପାରବେ ନାହିଁ । ବେନିଫିଟ ଅଫ ଡାଉଟର ଫାଇଦା ବୋଲରଙ୍କ ସପକ୍ଷରେ ଯିବା ନେଇ ସ୍ପଷ୍ଟ ହୋଇଛି । ଏହି ନିୟମକୁ ଲାଗୁ ପାଇଁ ପୂର୍ବରୁ 2016ରେ ଇଂଲଣ୍ଡ-ପାକିସ୍ତାନ ଦିନିକିଆ ସିରିଜର ପରୀକ୍ଷା ମୂଳକ ଭାବେ ବ୍ୟବହାର କରାଯାଇଥିଲା । ଏହାପରେ ଟି20 କ୍ରିକେଟରେ ପରୀକ୍ଷା ମୂଳକ ଭାରତ-ୱେଷ୍ଟଇଣ୍ଡିଜ ସିରିଜରେ ଏହି ନିୟମ ଲାଗୁ ହେଉଛି ।

Intro:Body:

BLANK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.