ମୁମ୍ବାଇ: କୋରୋନା ଭାଇରସ୍ ବିସ୍ତାର ମଧ୍ୟରେ ହାତ ଧୋଇବା ଗୁରୁତ୍ୱକୁ ପ୍ରୋତ୍ସାହିତ କରିବା ପାଇଁ କ୍ରିକେଟ୍ କିମ୍ବଦନ୍ତୀ ସଚିନ୍ ତେନ୍ଦୁଲକର ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (WHO)ର #ସେଫ_ହ୍ୟାଣ୍ଡସ_ଚାଲେଞ୍ଜରେ ଯୋଗ ଦେଇଛନ୍ତି । ମାଷ୍ଟର ବ୍ଲାଷ୍ଟର ସେୟାର କରିଥିବା ଏକ ଭିଡିଓରେ ତେନ୍ଦୁଲକରଙ୍କୁ ଭଲ ଭାବରେ ହାତ ଧୋଇବା ସହ ସାବୁନରେ ହାତ ଧୋଇବାର ମହତ୍ତ୍ବ ବିଷୟରେ କହିଛନ୍ତି ।
-
हम सभी कोरोना वायरस (COVID-19) की वजह से चिंतित है।
— Sachin Tendulkar (@sachin_rt) March 17, 2020 " class="align-text-top noRightClick twitterSection" data="
इस वायरस को फैलने से रोकने के लिए जो एक आसान सी चीज़ हम कर सकते है वो है अपने हाथों को स्वच्छ रखना।
हाथों को 20 सेकंड तक साबुन के साथ धोना अनिवार्य है। हमेशा अपने हाथों को अच्छे से धोएं।#SafeHandsChallenge @UNICEF @WHO pic.twitter.com/63zE8OIvY3
">हम सभी कोरोना वायरस (COVID-19) की वजह से चिंतित है।
— Sachin Tendulkar (@sachin_rt) March 17, 2020
इस वायरस को फैलने से रोकने के लिए जो एक आसान सी चीज़ हम कर सकते है वो है अपने हाथों को स्वच्छ रखना।
हाथों को 20 सेकंड तक साबुन के साथ धोना अनिवार्य है। हमेशा अपने हाथों को अच्छे से धोएं।#SafeHandsChallenge @UNICEF @WHO pic.twitter.com/63zE8OIvY3हम सभी कोरोना वायरस (COVID-19) की वजह से चिंतित है।
— Sachin Tendulkar (@sachin_rt) March 17, 2020
इस वायरस को फैलने से रोकने के लिए जो एक आसान सी चीज़ हम कर सकते है वो है अपने हाथों को स्वच्छ रखना।
हाथों को 20 सेकंड तक साबुन के साथ धोना अनिवार्य है। हमेशा अपने हाथों को अच्छे से धोएं।#SafeHandsChallenge @UNICEF @WHO pic.twitter.com/63zE8OIvY3
କୋରୋନା ଭାଇରସ୍ ମହାମାରୀ ମଧ୍ୟରେ ସ୍ୱଚ୍ଛତାର ଗୁରୁତ୍ୱ ବିସ୍ତାର କରିବାକୁ ଏକ ପ୍ରୟାସରେ ଷ୍ଟାର୍ ଭାରତୀୟ ଆଥଲେଟ୍ ହିମା ଦାସ ମଧ୍ୟ ଏହି ଚ୍ୟାଲେଞ୍ଜ ନେଇଥିଲେ । ପରେ ତେନ୍ଦୁଲକର, ଏହାକୁ ଆଗକୁ ନେବାକୁ ମେରି କୋମ, ସାନିଆ ମିର୍ଜା ଏବଂ ରାନୀ ରାମପାଲଙ୍କୁ ଚାଲେଞ୍ଜ ଦେଇଥିଲେ |
-
Wash your hands properly and regularly wherever you are. Lets come together and spread awareness. I challenge @KirenRijiju sir @akshaykumar sir @iTIGERSHROFF @sachin_rt sir @MirzaSania @MangteC @imranirampal for #HandwashChallenge #SafeHandsChallenge pic.twitter.com/5EoyBPg5C4
— Hima MON JAI (@HimaDas8) March 17, 2020 " class="align-text-top noRightClick twitterSection" data="
">Wash your hands properly and regularly wherever you are. Lets come together and spread awareness. I challenge @KirenRijiju sir @akshaykumar sir @iTIGERSHROFF @sachin_rt sir @MirzaSania @MangteC @imranirampal for #HandwashChallenge #SafeHandsChallenge pic.twitter.com/5EoyBPg5C4
— Hima MON JAI (@HimaDas8) March 17, 2020Wash your hands properly and regularly wherever you are. Lets come together and spread awareness. I challenge @KirenRijiju sir @akshaykumar sir @iTIGERSHROFF @sachin_rt sir @MirzaSania @MangteC @imranirampal for #HandwashChallenge #SafeHandsChallenge pic.twitter.com/5EoyBPg5C4
— Hima MON JAI (@HimaDas8) March 17, 2020
ଏହାପୂର୍ବରୁ, ଏସି ଭାରତୀୟ ସଟଲର ପି.ଭି. ସିନ୍ଧୁ ମଧ୍ୟ ଏହି ଆହ୍ବାନ ନେଇଥିଲେ ଏବଂ ଟ୍ୱିଟରରେ ଏକ ଭିଡିଓ ପୋଷ୍ଟ କରିଥିଲେ । ଯେଉଁଥିରେ ସେ ପ୍ରାୟ 30 ସେକେଣ୍ଡ ପର୍ଯ୍ୟନ୍ତ ସାବୁନରେ ହାତ ଧୋଇଥିବାର ନଜର ଆସିଥିଲେ । କୋରୋନା ଭାଇରସ୍ ରୋଗକୁ ମହାମାରୀ ବୋଲି ଘୋଷଣା କରିଥିବା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସଂକ୍ରମଣରୁ ରକ୍ଷା ପାଇବା ପାଇଁ ଲୋକଙ୍କୁ ନିୟମିତ ଭାବେ ସାବୁନରେ ହାତ ଧୋଇବାକୁ କହୁଛି ।
-
Thank you Ms @KatherineHadda for the challenge. Definitely we all can help slow the spread of #COVID2019
— Pvsindhu (@Pvsindhu1) March 17, 2020 " class="align-text-top noRightClick twitterSection" data="
I now challenge @KirenRijiju @imVkohli @MirzaSania Make sure everyone wash yours hands properly #SafeHandsChallenge @WHO pic.twitter.com/Fztd6CzGU9
">Thank you Ms @KatherineHadda for the challenge. Definitely we all can help slow the spread of #COVID2019
— Pvsindhu (@Pvsindhu1) March 17, 2020
I now challenge @KirenRijiju @imVkohli @MirzaSania Make sure everyone wash yours hands properly #SafeHandsChallenge @WHO pic.twitter.com/Fztd6CzGU9Thank you Ms @KatherineHadda for the challenge. Definitely we all can help slow the spread of #COVID2019
— Pvsindhu (@Pvsindhu1) March 17, 2020
I now challenge @KirenRijiju @imVkohli @MirzaSania Make sure everyone wash yours hands properly #SafeHandsChallenge @WHO pic.twitter.com/Fztd6CzGU9