ETV Bharat / sports

ବିଶ୍ବକପ ପରେ ପ୍ରଥମ ମ୍ୟାଚ, ଇଣ୍ଡିଆ-ଇଣ୍ଡିଜ ଟି-20 ଟକ୍କର - ଫଟାଫଟ କ୍ରିକେଟ

ବିଶ୍ବକପ ପରେ ଟିମ ଇଣ୍ଡିଆ ୱେଷ୍ଟଇଣ୍ଡିଜ ଗସ୍ତରେ ରହିଛି । ପ୍ରଥମ ଟି-20 ଅଗଷ୍ଟ-3ରେ ଫ୍ଲୋରିଡାରେ ଖେଳାଯିବ । ଏଥିପାଇଁ କୋହଲି ଆଣ୍ଡ କୋ ଦମଦାର ପ୍ରସ୍ତୁତି କରିଛନ୍ତି ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ(twitter@BCCI)
author img

By

Published : Aug 2, 2019, 9:44 PM IST

ହାଇଦ୍ରାବାଦ: ବିଶ୍ବକପ ପରାଜୟକୁ ଭୁଲି ପୁଣି ପଡିଆକୁ ଓହ୍ଲାଇବ ଟିମ ଇଣ୍ଡିଆ । ନୂଆ ଅନ୍ଦାଜ । ନୂଆ ଫର୍ମାଟ ଆଉ ନୂଆ ଚାଲେଞ୍ଜ । ମାତ୍ର ସମାନ ଉତ୍ସାହ, ଆଟାକିଙ୍ଗ ରଣନୀତି ସହ ପୁରୁଣା ପ୍ରତିପକ୍ଷଙ୍କୁ ସାମ୍ନା କରିବେ କୋହଲି ଆଣ୍ଡ କୋ ।

ଫଟାଫଟ କ୍ରିକେଟରେ ପୁଣି ଦେଖିବାକୁ ମିଳିବ ଗବ୍ବରଙ୍କ ଆକ୍ରମଣ । ହିଟମ୍ୟାନଙ୍କ ହିଟରେ ତ୍ରାହି ତ୍ରାହି ଡାକିବେ ଇଣ୍ଡିଜର ବୋଲର । ରନ ମେସିନ କୋହଲିଙ୍କ ବ୍ୟାଟରୁ ପୁଣି ହେବ ରନ ବର୍ଷା । ସେଥିପାଇଁ ପ୍ରସ୍ତୁତ ହେଉଛି ଟିମ ଇଣ୍ଡିଆ । ସ୍ପିନ ଜାଲରେ ଫସାଇ ଇଣ୍ଡିଜ ହିଟରଙ୍କ ୱିକେଟ ହାତେଇବା ଲକ୍ଷ୍ୟରେ ସୁନ୍ଦର ଓ ଚହର ।

3ଟିକିଆ ଟି-20 ସିରିଜକୁ କବ୍ଜା କରିବାକୁ ହେଲେ ପ୍ରଥମ ବିଜୟ ଜରୁରୀ । ସାମ୍ନାରେ ରହିଛି 2020 ଟି-20 ବିଶ୍ବକପ । ସେଥିପାଇଁ ଶତପ୍ରତିଶତ ଦମ ଲଗେଇବେ ବିରାଟ ବ୍ରିଗେଡ । ହେବ ଛକା ଚୌକାର ବର୍ଷା । ହାର ଜିତର ଛକାପଞ୍ଝା ।

ଭାରତୀୟ ଟି-20 ଦଳ: ବିରାଟ କୋହଲି(କ୍ୟାପଟେନ), ରୋହିତ ଶର୍ମା, ଶିଖର ଧାୱନ, କେଏଲ ରାହୁଲ, ଶ୍ରେୟାସ ଆୟର, ମନିଷ ପାଣ୍ଡେ, ରିଷଭ ପନ୍ତ, କ୍ରୁନାଲ ପାଣ୍ଡ୍ୟା, ରବିନ୍ଦ୍ର ଜାଡେଜା, ୱାସିଂଙ୍ଗଟନ ସୁନ୍ଦର, ରାହୁଲ ଚହର, ଭୁବନେଶ୍ବର କୁମାର, ଖଲିଲ ଅହମ୍ମଦ, ଦିପକ ଚହର, ନବଦୀପ ସୈନି ।

ୱେଷ୍ଟଇଣ୍ଡିଜ ଟି-20 ଦଳ: ଜନ କାମ୍ପବେଲ, ଇଭିନ ଲୁଇସ, ସିମ୍ରନ ହେଟମେୟର, ନିକେଲାସ ପୋରନ, କିରଣ ପୋଲାର୍ଡ, ରଭମେନ ପାୱେଲ, କାର୍ଲସ ବ୍ରାଥୱେଟ(କ୍ୟାପଟେନ), କିମୋ ପୋଲ, ସୁନିଲ ନାରିନ, ସେଲଡନ କଟ୍ରେଲ, ଓସାନେ ଥୋମାସ, ଆନ୍ଥୋନି ବ୍ରାମ୍ବଲେ, ଆଣ୍ଡ୍ରେ ରସେଲ, ଖାରି ପେରୀ ।

Intro:Body:Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.