ଅହମ୍ମଦାବାଦ: ସୟଦ ମୁସ୍ତାକ ଅଲ୍ଲୀ ଟ୍ରଫିର ପ୍ରଥମ ସେମିଫାଇନାଲ ମୁକାବିଲାରେ ତାମିଲନାଡୁ- ରାଜସ୍ଥାନ ଫାଇଟ୍ । ସର୍ଦ୍ଦାର ପଟେଲ ଷ୍ଟାଟିୟମରେ ଟସ୍ ଜିତି ରାଜସ୍ଥାନର ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ତେବେ ନିର୍ଦ୍ଧାରିତ ଓଭରରେ ରାଜସ୍ଥାନ ଦଳ 9 ଓ୍ବିକେଟ ହରାଇ 154ରନ୍ ସଂଗ୍ରହ କରିଥିଲା । ଉଭୟଙ୍କ ପାଇଁ ମ୍ୟାଚ ଆଜି ବେଶ୍ ଗୁରୁତ୍ବପୂର୍ଣ୍ଣ ରହିଛି । ଆଜିର ବିଜେତା ଏହି ଟୁର୍ଣ୍ଣାମେଣ୍ଟର ଫାଇନାଲ ଟିକେଟ ହାସଲ କରିବ ।
-
5⃣0⃣ for Ashok Menaria! 👏👏
— BCCI Domestic (@BCCIdomestic) January 29, 2021 " class="align-text-top noRightClick twitterSection" data="
The Rajasthan skipper is leading from the front as he brings up a quickfire half-century. 💪💪 #TNvRAJ #SyedMushtaqAliT20 #SF1
Follow the match 👉 https://t.co/Y5DkQ6696D pic.twitter.com/tsNyRrOWq1
">5⃣0⃣ for Ashok Menaria! 👏👏
— BCCI Domestic (@BCCIdomestic) January 29, 2021
The Rajasthan skipper is leading from the front as he brings up a quickfire half-century. 💪💪 #TNvRAJ #SyedMushtaqAliT20 #SF1
Follow the match 👉 https://t.co/Y5DkQ6696D pic.twitter.com/tsNyRrOWq15⃣0⃣ for Ashok Menaria! 👏👏
— BCCI Domestic (@BCCIdomestic) January 29, 2021
The Rajasthan skipper is leading from the front as he brings up a quickfire half-century. 💪💪 #TNvRAJ #SyedMushtaqAliT20 #SF1
Follow the match 👉 https://t.co/Y5DkQ6696D pic.twitter.com/tsNyRrOWq1
ତେବେ ରାଜସ୍ଥାନ ପକ୍ଷରୁ ଅଶୋକ ସର୍ବାଧିକ 51ରନ୍ କରିଥିବାବେଳେ ଅରଜିତ୍ ଗୁପ୍ତା 45ରନ୍, ଆଦିତ୍ୟ 29, ରବି ବିଷ୍ନୋଇ 12, ଚନ୍ଦ୍ରପାଲ ସିଂ 2, ତନବୀର 2, ମହିପାଲ 3 ରନ୍ ସଂଗ୍ରହ କରିଥିଲେ ।
-
End Of Over 20 - Rajasthan 154/9 A V Choudhary 0(2) T M Haq 2(2) #TNvRAJ #SyedMushtaqAliT20 #SF1
— BCCI Domestic (@BCCIdomestic) January 29, 2021 " class="align-text-top noRightClick twitterSection" data="
">End Of Over 20 - Rajasthan 154/9 A V Choudhary 0(2) T M Haq 2(2) #TNvRAJ #SyedMushtaqAliT20 #SF1
— BCCI Domestic (@BCCIdomestic) January 29, 2021End Of Over 20 - Rajasthan 154/9 A V Choudhary 0(2) T M Haq 2(2) #TNvRAJ #SyedMushtaqAliT20 #SF1
— BCCI Domestic (@BCCIdomestic) January 29, 2021
ଏମ୍ ମହମ୍ମଦ ସର୍ବାଧିକ 4 ଓ୍ବିକେଟ, ସାଇ କିଶୋର 2, ସୋନୁ, ଏମ ଅଶ୍ବିନ ଓ ବାବା ଅପରାଜିଥ୍ ଗୋଟିଏ ଲେଖାଏଁ ଓ୍ବିକେଟ ହାତେଇଛନ୍ତି ।
ରାଜସ୍ଥାନ ଚୁଡାନ୍ତ ଏକାଦଶ ଦଳ: ଭାରତ ଶର୍ମା, ଆଦିତ୍ୟ, ଅଶୋକ, ମହିପାଲ, ରାଜେଶ , ଅରଜିତ୍, ଚନ୍ଦ୍ରପାଲ ସିଂ, ଅନିକେତ ଚୌଧୁରୀ, ରବି ବିଷ୍ନୋଇ, ଖଲିଲି ଅହମ୍ମଦ, ତନବୀର-ଉଲ୍-ହକ୍
ତାମିଲନାଡୁ ଚୁଡାନ୍ତ ଏକାଦଶ: ହରି, ଏନ୍ ଜଗଦିଶେନ, ବାବା ଅପରାଜିଥ୍, ଅରୁଣ କାର୍ଥିକ, ସୋନୁ ଯାଦବ, ଦିନେଶ କାର୍ତ୍ତିକ, ଶାହରୁଖ, ରବିଶ୍ରୀନିବାସନ ସାଇ କିଶୋର, ଏମ୍ ମହମ୍ମଦ, ମୁରଗନ ଅଶ୍ବିନ, ଅଶ୍ବିନ କ୍ରିଷ୍ଟ