ETV Bharat / sports

କ୍ରିକେଟରୁ ଲମ୍ବା ବ୍ରେକ ନେଇ ଧୋନିଙ୍କୁ ଗାଭାସ୍କରଙ୍କ ପ୍ରଶ୍ନ - Sunil Gavaskar MS Dhoni news

କ୍ରିକେଟରୁ ଲମ୍ବା ସମୟ ଧରି ମହେନ୍ଦ୍ର ସିଂ ଧୋନି ଦୂରେଇ ରହିବାକୁ ନେଇ ଲିଟିଲ ମାଷ୍ଟର ସୁନୀଲ ଗାଭାସ୍କର ପ୍ରଶ୍ନ ଉଠାଇଛନ୍ତି । ଅଧିକ ପଢନ୍ତୁ...

MS Dhoni's Long Sabbatical
ଧୋନିଙ୍କୁ ଗାଭାସ୍କରଙ୍କ ପ୍ରଶ୍ନ
author img

By

Published : Jan 12, 2020, 9:46 AM IST

ନୂଆଦିଲ୍ଲୀ: କ୍ରିକେଟରୁ ଲମ୍ବା ସମୟ ଧରି ମହେନ୍ଦ୍ର ସିଂ ଧୋନି ଦୂରେଇ ରହିଛନ୍ତି । ଏହାକୁ ନେଇ ଲିଟିଲ ମାଷ୍ଟର ସୁନୀଲ ଗାଭାସ୍କର ପ୍ରଶ୍ନ ଉଠାଇଛନ୍ତି । କୌଣସି ଭାରତୀୟ କ୍ରିକେଟର ଏପରି କରିଛନ୍ତି କି ବୋଲି ପ୍ରଶ୍ନ କରିଛନ୍ତି ଗାଭାସ୍କର ।

ଏଥିସହିତ ଅଷ୍ଟ୍ରେଲିଆରେ ଖେଳାଯିବାକୁ ଥିବା 2020 ଟି20 ବିଶ୍ବକପରେ ଧୋନି ଖେଳିବା ନେଇ ମତ ରଖିଛନ୍ତି ସୁନୀଲ ଗାଭାସ୍କର । ଧୋନିଙ୍କ ଫିଟନେସ ଓ ଫର୍ମ ଟି20 ବିଶ୍ବକପ ଟିମରେ ସ୍ଥାନ ପାଇବା ନେଇ ସ୍ଥିର କରିବ । 26 ତମ ଲାଲ ବାହାଦୂର ଶାସ୍ତ୍ରୀ ସ୍ମାରକୀ କାର୍ଯ୍ୟକ୍ରମରେ ଯୋଗଦେଇ ଏହା କହିଛନ୍ତି ସୁନୀଲ ଗାଭାସ୍କର ।

ଜୁଲାଇ 2019ରେ ବିଶ୍ବକପ ସେମିଫାଇନାଲରେ ଭାରତ ପରାଜୟ ସହ ବିଦାୟ ନେବାପରେ ଧୋନି କ୍ରିକେଟରୁ ଦୂରରେ ରହିଛନ୍ତି । ଏହାପରେ ତାଙ୍କ ଅବସରକୁ ନେଇ ଅନେକ ହୋଇଥିଲେ ମଧ୍ୟ ଧୋନି କୌଣସି ପ୍ରତିକ୍ରିୟା ରଖିନାହିଁନ୍ତି । ତେବେ ଦିନିକିଆ କ୍ରିକେଟରୁ ଧୋନି ଶୀଘ୍ର ଅବସର ନେଇପାରନ୍ତି ବୋଲି ସଙ୍କେତ ଦେଇଥିଲେ କୋଚ ରବିଶାସ୍ତ୍ରୀ ।

Intro:Body:

BLANK

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.