ETV Bharat / sports

ଶ୍ରୀଲଙ୍କା ସରକାରଙ୍କ ବୃହତ ଷ୍ଟାଡିୟମ ନିର୍ମାଣ ନିଷ୍ପତିକୁ ଜୟବର୍ଦ୍ଧନେଙ୍କ ପ୍ରଶ୍ନ - ଶ୍ରୀଲଙ୍କାରେ ବୃହତ ଷ୍ଟାଡିୟମ ନିର୍ମାଣ

ଶ୍ରୀଲଙ୍କାରେ ତିଆରି ହେବାକୁ ଯାଉଛି ବୃହତ କ୍ରିକେଟ ଷ୍ଟାଡିୟମ । ତେବେ ଶ୍ରୀଲଙ୍କା ସରକାରଙ୍କ ଏହି ନିଷ୍ପତିକୁ ନେଇ ପ୍ରଶ୍ନ ଉଠାଇଛନ୍ତି ପୂର୍ବତନ ଶ୍ରୀଲଙ୍କା କ୍ୟାପଟେନ ମାହେଲା ଜୟବର୍ଦ୍ଧନେ । ଅଧିକ ପଢନ୍ତୁ...

Sri Lanka to build country's largest cricket stadium, Jayawardene questions need
ଶ୍ରୀଲଙ୍କାରେ ହେବ ବୃହତ ଷ୍ଟାଡିୟମ ନିର୍ମାଣ: ମାହେଲା ଜୟବର୍ଦ୍ଧନେ
author img

By

Published : May 19, 2020, 1:05 PM IST

Updated : May 19, 2020, 4:51 PM IST

କଲମ୍ବୋ: ଶ୍ରୀଲଙ୍କାରେ ତିଆରି ହେବାକୁ ଯାଉଛି ଏକ ବୃହତ କ୍ରିକେଟ ଷ୍ଟାଡିୟମ । ତେବେ ଶ୍ରୀଲଙ୍କା ସରକାରଙ୍କ ଏହି ନିଷ୍ପତିକୁ ନେଇ ପ୍ରଶ୍ନ ଉଠାଇଛନ୍ତି ପୂର୍ବତନ ଶ୍ରୀଲଙ୍କା କ୍ୟାପଟେନ ମାହେଲା ଜୟବର୍ଦ୍ଧନେ ।

  • You construct infrastructure
    3 . You don’t build a stadium for 40mill USD hoping to get a WC in 10-15 years time.

    — Mahela Jayawardena (@MahelaJay) May 19, 2020 " class="align-text-top noRightClick twitterSection" data=" ">

ଶ୍ରୀଲଙ୍କା କ୍ରିକେଟ ବୋର୍ଡ ଓ ଶ୍ରୀଲଙ୍କା ସରକାରଙ୍କ ସହଭାଗିତାରେ ଏହି ଷ୍ଟାଡିୟମ ନିର୍ମାଣ ହେବ ବୋଲି ଜଣାପଡିଛି । ଏହା ଶ୍ରୀଲଙ୍କାର ସବୁଠୁ ବଡ ଷ୍ଟାଡିୟମ ହେବ । ଦର୍ଶକ ଧାରଣର କ୍ଷମତା 60,000 ରଖିବାକୁ ଲକ୍ଷ୍ୟ ରଖାଯାଇଛି । ହୋମାଗମାର ଦିୟଗାମା ସହରରେ 26 ଏକର ସ୍ଥାନରେ ଏହି ଷ୍ଟାଡିୟମ ନିର୍ମାଣର ବ୍ଳୁ ପ୍ରିଣ୍ଟ ପ୍ରସ୍ତୁତ ହୋଇଛି । ତେବେ ବର୍ତ୍ତମାନ ଶ୍ରୀଲଙ୍କାରେ ଥିବା ଅନ୍ତର୍ଜାତୀୟ ଷ୍ଟାଡିୟମର ବ୍ୟବହାର ସଠିକ ଭାବେ ହୋଇପାରୁନାହିଁ । ପର୍ଯ୍ୟାପ୍ତ ମ୍ୟାଚ ଖେଳାଯିବା ମଧ୍ୟ ସମ୍ଭବପର ହେଉନାହିଁ । ଏପରି ସ୍ଥିତିରେ ଆଉ ଏକ ନୂଆ ଷ୍ଟାଡିୟମର ନିର୍ମାଣକୁ ସହଜରେ ଗ୍ରହଣ କରି ପାରିନାହାନ୍ତି ମାହେଲା ଜୟବର୍ଦ୍ଧନେ ।

ଶ୍ରୀଲଙ୍କାରେ ଏଯାବତ 8ଟି ଅନ୍ତର୍ଜାତୀୟ ଷ୍ଟାଡିୟମ ରହିଛି । କ୍ୟାଣ୍ଡି, ଗାଲେ, କଲମ୍ବୋ, ହମ୍ବାନ୍ତୋତା, ଡମ୍ବୁଲା, ପାଲକେଲେ ଓ ମୋରତୁୱା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : May 19, 2020, 4:51 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.