ETV Bharat / sports

ମନ୍ଥର ବୋଲିଂ ପାଇଁ ଶ୍ରୀଲଙ୍କା ଖେଳାଳି ଦଣ୍ଡିତ

author img

By

Published : Mar 16, 2021, 8:03 PM IST

ୱେଷ୍ଟଇଣ୍ଡିଜ ବିପକ୍ଷ ତୃତୀୟ ଦିନିକିଆରେ ମନ୍ଥର ବୋଲିଂ ପାଇଁ ଶ୍ରୀଲଙ୍କା ଖେଳାଳିଙ୍କୁ 40 ପ୍ରତିଶତ ମ୍ୟାଚ ପାଉଣା କାଟିଛି ଆଇସିସି । ଅଧିକ ପଢନ୍ତୁ...

Sri Lanka fined for slow over-rate against WI in 3rd ODI
ମନ୍ଥର ବୋଲିଂ ପାଇଁ ଶ୍ରୀଲଙ୍କା ଖେଳାଳି ଦଣ୍ଡିତ

ହାଇଦ୍ରାବାଦ: ମନ୍ଥର ବୋଲିଂ ପାଇଁ ଶ୍ରୀଲଙ୍କା ଖେଳାଳି ଦଣ୍ଡିତ । ଆଣ୍ଟିଗୁଆରେ ଖେଳାଯାଇଥିବା ୱେଷ୍ଟଇଣ୍ଡିଜ ବିପକ୍ଷ ତୃତୀୟ ଦିନିକିଆରେ ମନ୍ଥର ବୋଲିଂ ପାଇଁ ଶ୍ରୀଲଙ୍କା ଖେଳାଳିଙ୍କୁ 40 ପ୍ରତିଶତ ମ୍ୟାଚ ପାଉଣା କାଟିଛି ଆଇସିସି । ଏନେଇ ମଙ୍ଗଳବାର ଆଇସିସି ସ୍ପଷ୍ଟ କରିଛି ।

ରବିବାର ଖେଳାଯାଇଥିବା ଏହି ମୁକାବିଲାରେ ରିଚେ ରିଚାର୍ଡସନ ଏମିରେଟସ ଆଇସିସି ଏଲିଟ ପ୍ୟାନେଲ ମ୍ୟାଚ ରେଫ୍ରୀ ରହିଥିଲେ। ନିର୍ଦ୍ଧାରିତ ସମୟ ଠାରୁ ଦୁଇ ଓଭର କମ ବୋଲିଂ କରିଥିବାରୁ ମ୍ୟାଚ ରେଫ୍ରୀ ଦଣ୍ଡିତ କରିଛନ୍ତି ।

ଖେଳାଳି ଓ ଖେଳାଳି ସପୋର୍ଟ କର୍ମଚାରୀଙ୍କ ପାଇଁ ଥିବା ଆଇସିସି ଆଚରଣ ବିଧିର ଧାରା 2.22 ଅନୁଯାୟୀ, ସର୍ବନିମ୍ନ ଓଭର ରେଟ ଅପରାଧ ପାଇଁ 20 ପ୍ରତିଶତ ମ୍ୟାଚ ପାଉଣା କଟିବାର ନିୟମ ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭା ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.