ETV Bharat / sports

ବାଲାସୁବ୍ରମଣ୍ୟମଙ୍କ ବିୟୋଗରେ କ୍ରୀଡା ଜଗତରେ ଶୋକ

କ୍ରୀଡାଜଗତରୁ ଭିଭିଏସ ଲକ୍ଷ୍ମଣ, ଗୌତମ ଗମ୍ଭୀର, ଦିନେଶ କାର୍ତ୍ତିକ, ରବିଚନ୍ଦ୍ରନ ଅଶ୍ବିନୀ, ଅନିଲ କୁମ୍ବଲେ, ପିଟି ଓଷାଙ୍କ ସମେତ ଅନେକ କ୍ରୀଡାବିତ ଶୋକବ୍ୟକ୍ତ କରିଛନ୍ତି ।

sports world mourns the death of balasubranmayam
ବାଲାସୁବ୍ରମଣ୍ୟମଙ୍କ ବିୟୋଗରେ କ୍ରୀଡାଜଗତରେ ଶୋକ
author img

By

Published : Sep 25, 2020, 8:19 PM IST

ନୂଆଦିଲ୍ଲୀ: ପ୍ରଖ୍ୟାତ ଗାୟକ ଏସପି ବାଲାସୁବ୍ରମଣ୍ୟମଙ୍କ ଦେହାନ୍ତରେ ସଙ୍ଗୀତ ଜଗତର ଏକ ଅପୁରଣୀୟ କ୍ଷତି ହୋଇଛି । ଶୁକ୍ରବାର ଚେନ୍ନାଇର ଏକ ହସ୍ପିଟାଲରେ ତାଙ୍କର ମୃତ୍ୟୁ ହୋଇଛି । ଗତ ମାସରେ ତାଙ୍କର କୋଭିଡ-19 ରିପୋର୍ଟ ପଜିଟିଭ ଆସିଥିଲା ।

  • One of the greatest singers of all time, #SPBalasubramaniam sir’s soulful voice will remain in our hearts forever! He is irreplaceable. Condolences to his family & loved ones.

    — Gautam Gambhir (@GautamGambhir) September 25, 2020 " class="align-text-top noRightClick twitterSection" data=" ">
  • One of my favourite artist breathed his last today and that's the best way to describe you SPB sir,(an ARTIST) . You were one of the best and most versatile singers in the history of Indian cinema. That's the world will always remember you.

    — DK (@DineshKarthik) September 25, 2020 " class="align-text-top noRightClick twitterSection" data=" ">
  • For me personally, I remember coming to your house the one time and you politely obliged me by singing a few lines of my favourite songs. Will never ever forget that day.

    SPB sir ,am not gonna lie , I wanted to do that just once more,well,alas , it will remain a lifelong

    Contd

  • Sad to learn about the demise of singing maestro S. P. Balasubrahmanyam. He leaves behind a huge void. Strength to his family and fans.
    Om Shanti 🙏

    — P.T. USHA (@PTUshaOfficial) September 25, 2020 " class="align-text-top noRightClick twitterSection" data=" ">

ବାଲାସୁବ୍ରମଣ୍ୟମଙ୍କ ମୃତ୍ୟୁରେ ଅନେକ ବିଶିଷ୍ଟ ବଲିଉଡ କଳାକାର ଶୋକ ବ୍ୟକ୍ତ କରିଛନ୍ତି । ବଲିଉଡ ତାରକାଙ୍କ ଠାରୁ ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତି ଓ ଦେଶର ଅନ୍ୟ ପ୍ରତିଷ୍ଠିତ ରାଜନେତା ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ।

କ୍ରୀଡାଜଗତରୁ ଭିଭିଏସ ଲକ୍ଷ୍ମଣ, ଗୌତମ ଗମ୍ଭୀର, ଦିନେଶ କାର୍ତ୍ତିକ, ରବିଚନ୍ଦ୍ରନ ଅଶ୍ବିନୀ, ଅନିଲ କୁମ୍ବଲେ, ପିଟି ଉଷାଙ୍କ ସମେତ ଅନେକ କ୍ରୀଡାବିତ ଶୋକବ୍ୟକ୍ତ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.