ETV Bharat / sports

88ତମ ଜୟନ୍ତୀରେ କଲାମଙ୍କୁ କ୍ରୀଡା ଜଗତର ଶ୍ରଦ୍ଧାଞ୍ଜଳି

author img

By

Published : Oct 15, 2019, 7:22 PM IST

Updated : Oct 15, 2019, 10:06 PM IST

ଆଜି ମହାନ ଜନନାୟକ ଅବଦୁଲ କଲାମଙ୍କ 88ତମ ଜନ୍ମ ଜୟନ୍ତୀ । ତାଙ୍କ ଜନ୍ମ ଜୟନ୍ତୀରେ କ୍ରୀଡା ଜଗତ ଟ୍ବିଟ ଯୋଗେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛି ।

ମିସାଇଲ ମ୍ୟାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଲା କ୍ରୀଡା ଜଗତ

ହାଇଦ୍ରାବାଦ: ଆଜି ମହାନ ଜନନାୟକ ଏପିଜେ ଅବଦୁଲ କଲାମଙ୍କ 88ତମ ଜନ୍ମ ଜୟନ୍ତୀ । 1931 ଅକ୍ଟୋବର ଆଜିର ଦିନରେ ଧରାପୃଷ୍ଠରେ ପାଦ ଥାପିଥିଲେ ପୂର୍ବତନ ରାଷ୍ଟ୍ରପତି ଏପିଜେ ଅବଦୁଲ କଲାମ । ତେବେ ତାଙ୍କ ଜନ୍ମ ଜୟନ୍ତୀରେ କ୍ରୀଡା ଜଗତ ଟ୍ବିଟ ଯୋଗେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛି ।

ପୂର୍ବତନ କ୍ରିକେଟର ତଥା ବିଜେପି ସାଂସଦ ଗୌତମ ଗମ୍ଭୀର କଲାମଙ୍କ ଏକ ହିନ୍ଦି ପଂକ୍ତି ଟ୍ବିଟ କରି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ।

sports fraternity tribute on kalam's birth anniversary

ସେହିପରି ଭାରତୀୟ ଦଳର ପୂର୍ବତନ ଓପନର ବିରେନ୍ଦ୍ର ସେହ୍ବାଗ କଲାମଙ୍କ ସହିତ ତାଙ୍କର ଏକ ଫଟୋ ଟ୍ବିଟ କରିଛନ୍ତି । ସେହ୍ବାଗ ଲେଖିଛନ୍ତି, ପୃଥିବୀରେ ପାଦ ଦେଇଥିବା ସର୍ବଶ୍ରେଷ୍ଠ ଭାରତୀୟଙ୍କୁ ମୋର ନମସ୍କାର ।

ସେହିପରି ଭାରତୀୟ ଓପନର ଶିଖର ଧୱନ, ଭିଭିଏସ ଲକ୍ଷ୍ମଣ ଓ ମହମ୍ମଦ କୈଫ ଟ୍ବିଟ କରି କଲାମଙ୍କୁ ଶ୍ରଦ୍ଧାଞ୍ଚଳି ଜଣାଇଛନ୍ତି ।

Intro:Body:

BLANK FOR LINK  

Conclusion:
Last Updated : Oct 15, 2019, 10:06 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.