ETV Bharat / sports

ଦକ୍ଷିଣ ଆଫ୍ରିକା ଟିମକୁ ନେଇ ଏମିତି କହିଲେ ବୋଲର ଲୁଙ୍ଗି ଏନଗିଡି

author img

By

Published : Apr 17, 2020, 9:47 AM IST

ସଠିକ ଦିଶାରେ ଦକ୍ଷିଣ ଆଫ୍ରିକା କ୍ରିକେଟ । ଏହା କହିଛନ୍ତି ଦଳର ଷ୍ଟାର ବୋଲର ଲୁଙ୍ଗି ଏନଗିଡି ।

South Africa moving in right direction: Lungi Ngidi
ଦକ୍ଷିଣ ଆଫ୍ରିକା ଟିମକୁ ନେଇ ଏମିତି କହିଲେ ବୋଲର ଲୁଙ୍ଗି ଏନଗିଡି

ଜୋହାନ୍ସବର୍ଗ: ସଠିକ ଦିଶାରେ ଦକ୍ଷିଣ ଆଫ୍ରିକା କ୍ରିକେଟ । ଏହା କହିଛନ୍ତି ଦଳର ଷ୍ଟାର ବୋଲର ଲୁଙ୍ଗି ଏନଗିଡି । 2019 କ୍ରିକେଟ ବିଶ୍ବକପରେ ନୈରାଶାଜନକ ପ୍ରଦର୍ଶନ ପରେ ଦଳରେ ଏକାଧିକ ପରିବର୍ତ୍ତନ ହୋଇଛି ।

କୋଚ, କ୍ୟାପଟେନ ଓ ଖେଳାଳି ଚୟନରେ ବିଶେଷ ପରିବର୍ତ୍ତନା ହୋଇଛି । ଫଳରେ ଗତ କିଛି ସିରିଜରେ ଦଳ ଲୟକୁ ଫେରିଥିବା ଦେଖାଯାଇଛି । ଏହାକୁ ନେଇ ଖୁସି ଜାହିର କରିଛନ୍ତି ଏନଗିଡି ।

ପ୍ରଥମେ ଘରୋଇ ସିରିଜରେ ଇଂଲଣ୍ଡ ବିପକ୍ଷରେ 3-1ରେ ହାରିବା ପରେ, ଦିନିକିଆ ସିରିଜ 1-1 ଓ ଟି-20 ସିରିଜ 2-1ରେ ବିଜୟୀ ହୋଇଥିଲା । ପରେ ଅଷ୍ଟ୍ରେଲିଆ ବିପକ୍ଷରେ 2-1ରେ ଟି-20 ସିରଜରେ ମଧ୍ୟ ପରାଜିତ ହୋଇଥିଲା । ମାତ୍ର 3ଟିକିଆ ଦିନିକିଆ ସିରିଜକୁ କ୍ଳିନ ସୁଇପ କରି ଦମଦାର କମବ୍ୟାକ କରିଥିଲା ଦକ୍ଷିଣ ଆଫ୍ରିକା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.