ନୂଆଦିଲ୍ଲୀ: 40 ବର୍ଷରେ ପାଦ ଦେଇଛନ୍ତି ଟିମ ଇଣ୍ଡିଆର ଭେଟେରାନ ଅଫସ୍ପିନର ହରଭଜନ ସିଂହ । ଜନ୍ମଦିନ ଅବସରରେ ହରଭଜନଙ୍କୁ କ୍ରିକେଟ ଜଗତରୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି ।
ପୂର୍ବତନ ଅଲରାଉଣ୍ଡର ଯୁବରାଜ ସିଂହ ସାଥି ଖେଳାଳି ତଥା ବନ୍ଧୁ ଭଜିଙ୍କ ଉଦ୍ଦେଶ୍ୟରେ ଏକ ମଜାଦାର ଟ୍ବିଟ କରିଛନ୍ତି । ଯୁବରାଜ ଲେଖିଛନ୍ତି, "ଉଭୟ ବିତାଇଥିବା ସ୍ମରଣୀୟ ଦିନ ସବୁ ସଦା ସ୍ମୃତି ହୋଇ ରହିବ । କ୍ବାରେଣ୍ଟିନ ସମୟ ପରେ, ପାର୍ଟି ଦେବାକୁ ହେବ । 'ସିଂହ ଇଜ୍ କିଙ୍ଗ୍', ସିଂହ ଶବ୍ଦକୁ ସର୍ବଦା ପ୍ରମାଣିତ କରିଛ, ସଦା 'କିଙ୍ଗ' ହୋଇ ରହିବ ।"
-
🌟 Second-most wickets by an India spinner in Tests – 417
— ICC (@ICC) July 3, 2020 " class="align-text-top noRightClick twitterSection" data="
🌟 Second-most wickets by an India spinner in ODIs – 265
🌟 First India player to take a Test hat-trick
🌟 A @cricketworldcup winner 🥇
Happy 40th birthday to Harbhajan Singh! pic.twitter.com/r5qYelmPSm
">🌟 Second-most wickets by an India spinner in Tests – 417
— ICC (@ICC) July 3, 2020
🌟 Second-most wickets by an India spinner in ODIs – 265
🌟 First India player to take a Test hat-trick
🌟 A @cricketworldcup winner 🥇
Happy 40th birthday to Harbhajan Singh! pic.twitter.com/r5qYelmPSm🌟 Second-most wickets by an India spinner in Tests – 417
— ICC (@ICC) July 3, 2020
🌟 Second-most wickets by an India spinner in ODIs – 265
🌟 First India player to take a Test hat-trick
🌟 A @cricketworldcup winner 🥇
Happy 40th birthday to Harbhajan Singh! pic.twitter.com/r5qYelmPSm
ଅନ୍ୟତମ ଷ୍ଟାର ଟିମ ଇଣ୍ଡିଆ କ୍ରିକେଟର ସୁରେଶ ରୈନା ଓ ମହମ୍ମଦ କୈଫ ମଧ୍ୟ ଟ୍ବିଟ ଯୋଗେଁ ହରଭଜନଙ୍କୁ ଶୁଭେଚ୍ଛା ଜଣାଇବା ସହ, ମହାନ ମ୍ୟାଚ ୱିନର ବୋଲି କହିଛନ୍ତି ।
ଅନ୍ତର୍ଜାତୀୟ କ୍ରିକେଟ ପରିଷଦ(ଆଇସିସି) ମଧ୍ୟ ହରଭଜନଙ୍କ ସଫଳତାକୁ ବଖାଣିବା ସହ ଜନ୍ମଦିନର ଶୁଭେଚ୍ଛା ଜଣାଇଛି । ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ପକ୍ଷରୁ ମଧ୍ୟ ଶୁଭେଚ୍ଛା ଜଣାଯାଇଛି ।
-
Is it your happy 40 or 47 🤪 Here’s a glimpse of the wonderful years spent together pulling each other’s leg, sometimes pants too 🤣 U have always proved to the world Singh u will always be King 👑 After quarantine party to leni hai 100% 🍻 love u paaji ❤️🤗@harbhajan_singh pic.twitter.com/hKSP4u8WTJ
— Yuvraj Singh (@YUVSTRONG12) July 3, 2020 " class="align-text-top noRightClick twitterSection" data="
">Is it your happy 40 or 47 🤪 Here’s a glimpse of the wonderful years spent together pulling each other’s leg, sometimes pants too 🤣 U have always proved to the world Singh u will always be King 👑 After quarantine party to leni hai 100% 🍻 love u paaji ❤️🤗@harbhajan_singh pic.twitter.com/hKSP4u8WTJ
— Yuvraj Singh (@YUVSTRONG12) July 3, 2020Is it your happy 40 or 47 🤪 Here’s a glimpse of the wonderful years spent together pulling each other’s leg, sometimes pants too 🤣 U have always proved to the world Singh u will always be King 👑 After quarantine party to leni hai 100% 🍻 love u paaji ❤️🤗@harbhajan_singh pic.twitter.com/hKSP4u8WTJ
— Yuvraj Singh (@YUVSTRONG12) July 3, 2020
ଟେଷ୍ଟ କ୍ରିକେଟରେ ଭାରତୀୟ ସ୍ପିନ ବୋଲର ଭାବେ ହରଭଜନ ଦ୍ବିତୀୟ ସର୍ବାଧିକ ୱିକେଟ ହାସଲ କରିଛନ୍ତି । କ୍ରିକେଟର ଲମ୍ବା ଫର୍ମାଟରେ 417 ୱକେଟ ଓ ଦିନିକିଆରେ 265 ୱିକେଟ ଅକ୍ତିଆର କରିଛନ୍ତି । ପ୍ରଥମ ଭାରତୀୟ ଖେଳାଳି ଭାବେ ଟେଷ୍ଟ କ୍ରିକେଟରେ ପ୍ରଥମ ହାଟ୍ରିକ ହାସଲ କରିଥିବା ଖେଳାଳି ରହିଛନ୍ତି । ଦୁଇଟି ବିଶ୍ବକପ ବିଜେତା ଭାରତୀୟ ଟିମର ସଦସ୍ୟ ରହିଛନ୍ତି।
-
Here's wishing 'The Turbanator' @harbhajan_singh a very happy birthday 👏🎂🎉#TeamIndia pic.twitter.com/pMTmeKIlJX
— BCCI (@BCCI) July 3, 2020 " class="align-text-top noRightClick twitterSection" data="
">Here's wishing 'The Turbanator' @harbhajan_singh a very happy birthday 👏🎂🎉#TeamIndia pic.twitter.com/pMTmeKIlJX
— BCCI (@BCCI) July 3, 2020Here's wishing 'The Turbanator' @harbhajan_singh a very happy birthday 👏🎂🎉#TeamIndia pic.twitter.com/pMTmeKIlJX
— BCCI (@BCCI) July 3, 2020
1998 ମାର୍ଚ୍ଚରେ ଅନ୍ତର୍ଜାତୀୟ କ୍ରିକେଟରେ ଡେବ୍ୟୁ କରିଥିଲେ ହରଭଜନ । ଭାରତୀୟ ଦଳରେ 103 ଟେଷ୍ଟ ଓ 236ଟି ଦିନିକିଆ ମ୍ୟାଚ ଖେଳିଛନ୍ତି । ତେବେ ବେଶ କିଛି ଦିନ ଧରି ଟିମ ଇଣ୍ଡିଆରେ ହରଭଜନଙ୍କୁ ଦେଖିବାକୁ ମିଳିନାହିଁ । ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ମଧ୍ୟ ଗ୍ରହଣ କରିନାହାନ୍ତି ଭଜି । ଇଣ୍ଡିଆନ ପ୍ରିମିୟର ଲିଗ(ଆଇପିଏଲ)ରେ ମୁମ୍ବାଇ ଇଣ୍ଡିଆନ୍ସ ଓ ଚେନ୍ନାଇ ସୁପର କିଙ୍ଗ୍ସ ଭଳି ସଫଳ ଟିମର ପ୍ରମୁଖ ସଦସ୍ୟ ଭାବେ ଜଲୱା ଦେଖାଇଛନ୍ତି ହରଭଜନ ।