ଦୁବାଇ: ଆଇପିଏଲ 2020 ସିଜନ 19 ସେପ୍ଟେମ୍ବରରୁ ଆରମ୍ଭ ହେବ । ଭାରତରେ କୋରୋନା ମହାମାରୀର ମାମଲା ବଢିବାକୁ ଲାଗିଛି । ଏନେଇ ଚଳିତବର୍ଷ ୟୁଏଇରେ ଆଇପିଏଲ ମୁକାବିଲା ହେବ । ସୂଚନାଥାଉକି, ସମସ୍ତ ଟିମ ୟୁଏଇରେ ପହଞ୍ଚି ସାରିଛନ୍ତି । ଏହାପରେ ଖେଳାଳିମାନେ ହୋଟଲରେ କ୍ବାରେଣ୍ଟାଇନ ରହିଛନ୍ତି । ତେବେ ଦିଲ୍ଲୀ କ୍ୟାପିଟାଲ୍ସର ଶିଖର ଧଓ୍ବନ ହୋଟେଲ ରୁମରେ କ୍ବାରେଣ୍ଟାଇନରେ ରହି ଓ୍ବାର୍କଆଉଟ କରୁଛନ୍ତି ।
-
Punjabi music + Working out = 🔥 pic.twitter.com/2BMsMGLbmv
— Shikhar Dhawan (@SDhawan25) August 28, 2020 " class="align-text-top noRightClick twitterSection" data="
">Punjabi music + Working out = 🔥 pic.twitter.com/2BMsMGLbmv
— Shikhar Dhawan (@SDhawan25) August 28, 2020Punjabi music + Working out = 🔥 pic.twitter.com/2BMsMGLbmv
— Shikhar Dhawan (@SDhawan25) August 28, 2020
ଶୁକ୍ରବାର ଦିନ ଧଓ୍ବନ ଟ୍ବିଟରରେ ଭିଡିଓରେ ପୋଷ୍ଟ କରିଛନ୍ତି, ସେଥିରେ ଏକ ପଞ୍ଜାବୀ ଗୀତରେ ଓ୍ବାର୍କ ଆଉଟ କରୁଛନ୍ତି ।
ସୂଚନାଥାଉକି, ଶିଖର ୟୁଏଇ ଯିବା ପରେ ପ୍ରତ୍ୟେକ ଦିନ କିଛି ନା କିଛି ଭିଡିଓ ବା ଫଟୋ ସେୟାର କରୁଛନ୍ତି ।