ETV Bharat / sports

ରାଞ୍ଚି ଟେଷ୍ଟ: ଡେବ୍ୟୁ ମ୍ୟାଚରେ ପ୍ରଥମ ୱିକେଟ ନେଲେ ଶାହାବାଜ୍‌ - shahbaz nadeem take debut test wicket

3ୟ ଦିନ ଖେଳରେ ସେ ଦକ୍ଷିଣ ଆଫ୍ରିକା ଦଳର ଟପ ଅର୍ଡର ବ୍ୟାଟ୍ସମ୍ୟାନ ତାମ୍ବା ଭୌମାଙ୍କୁ ପାଭେଲିଅନ ପଠାଇଛନ୍ତି ନଦୀମ ।

ରାଞ୍ଚି ଟେଷ୍ଟ
author img

By

Published : Oct 21, 2019, 1:34 PM IST

ରାଞ୍ଚି: ଦକ୍ଷିଣ ଆଫ୍ରିକା ବିପକ୍ଷ ଘରୋଇ ଟେଷ୍ଟ ଶୃଙ୍ଖଳାର 3ୟ ତଥା ଅନ୍ତିମ ଟେଷ୍ଟ ମ୍ୟାଚରେ ଭାରତୀୟ ଦଳର ଦବଦବା ଜାରି ରହିଛି । 3ୟ ଟେଷ୍ଟରେ ଡେବ୍ୟୁ କରିଥିବା ଝାଡଖଣ୍ଡ ଖେଳାଳି ଶାହାବାଜ୍‌ ନଦୀମ ଟେଷ୍ଟ କ୍ରିକେଟରେ ପ୍ରଥମ ୱିକେଟ ନେଇଛନ୍ତି ।

ସୋମାବାର 3ୟ ଦିନ ଖେଳରେ ସେ ଦକ୍ଷିଣ ଆଫ୍ରିକା ଦଳର ଟପ ଅର୍ଡର ବ୍ୟାଟ୍ସମ୍ୟାନ ତାମ୍ବା ଭୌମାଙ୍କୁ ପାଭେଲିଅନ ପଠାଇଛନ୍ତି ନଦୀମ । 72 ବଲରୁ 32ରନର ପାଳି ଖେଳିଥିବା ଭୌମା ନଦୀମଙ୍କ ବଲରେ କ୍ୟାଚ ଆଉଟ ହୋଇଥିଲେ । ନଦୀମ 7 ଓଭରର ବୋଲିଂ କରି ଗୋଟିଏ ୱିକେଟ ବିନିମୟରେ 13 ରନ ବେୟ କରିଛନ୍ତି ।

ଭାରତ ତାର ପ୍ରଥମ ଇଂନିସରେ 497ରନରେ ପାଳି ଘୋଷଣା କରିଥିଲା । ଜବାବରେ 3ୟ ଦିନର ଖେଳ ଜାରି ରହିଥିବା ବେଳେ ଦକ୍ଷିଣ ଆଫ୍ରିକା ତାର 8ଟି ୱିକେଟ ହରାଇ ସାରିଛି ।

Intro:Body:

BLANK

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.