ETV Bharat / sports

ସୟଦ ମୁସ୍ତାକ ଅଲୀ ଟ୍ରଫି: ନାଗାଲାଣ୍ଡକୁ ହରାଇଲା ଓଡିଶା - Sayad mustak alli trophy

ନାଗାଲାଣ୍ଡ ବିପକ୍ଷ ମ୍ୟାଚରେ 45 ରନରେ ବିଜୟ ହାସଲ କରିଛି ଓଡିଶା।

ସୟଦ ମୁସ୍ତାକ ଅଲୀ ଟ୍ରଫି
author img

By

Published : Nov 18, 2019, 1:39 PM IST

କଟକ: ସୟଦ ମୁସ୍ତାକ ଅଲୀ ଟ୍ରଫିରେ ଓଡିଶାର ଦମଦାର ବିଜୟ । ନାଗାଲାଣ୍ଡ ବିପକ୍ଷ ମ୍ୟାଚରେ 45 ରନରେ ବିଜୟ ହାସଲ କରିଛି ଓଡିଶା ।

ଟସ ହାରି ବ୍ୟାଟିଂ ଆମନ୍ତ୍ରଣ ପାଇ ଓଡିଶା ନିର୍ଦ୍ଧାରିତ 20 ଓଭରରେ 9 ୱିକେଟ ହରାଇ ସଂଗ୍ରହ କରିଥିଲା 149 ରନ। ଦଳ ପକ୍ଷରୁ ଶୁଭ୍ରାଂଶୁ ସେନାପତି ସର୍ବାଧିକ 42 ରନ କରିଥିଲା ବେଳେ ଅଭିଷେକ ରାଉତ 36, ରାଜେଶ ଧୂପର 23 ଓ ଗୋବିନ୍ଦ ପୋଦ୍ଦାର 17 ରନ କରିଥିଲେ। ଯାହାଫଳରେ ଓଡିଶା ଏକ ସମ୍ମାନ ଜନକ ସ୍କୋରରେ ପହଞ୍ଚିଥିଲା ।

ଜବାବରେ ଧାର୍ଯ୍ୟ ଲକ୍ଷ୍ୟକୁ ପିଛା କରିବାରେ ବିଫଳ ହୋଇଥିଲା ନାଗାଲାଣ୍ଡ । ମାତ୍ର 17 ଓଭରରେ ସମସ୍ତ ୱକେଟ ହରାଇ 104 ରନ କରିଥିଲା ନାଗାଲାଣ୍ଡ । ଦଳ ପକ୍ଷରୁ ଯୋଗେଶ ଟକୱାଲେ ଓ ଷ୍ଟ୍ରଆଟ ବିନି ସର୍ବାଧିକ 31 ରନ ଲେଖାଁଏ କରିଥିଲା ବେଳେ ଅନ୍ୟ ବ୍ୟାଟ୍ସମ୍ୟାନ ଆଖି ଦୃଷ୍ଟିଆ ପାଳି ଖେଳିବାର ବିଫଳ ହୋଇଥିଲେ । ଯାହା ଫଳରେ ନାଗାଲାଣ୍ଡ ଏହି ଗୁରୁତ୍ତ୍ୱପୂର୍ଣ୍ଣ ମ୍ୟାଚରେ ପରାଜୟ ବରଣ କରିଥିଲା ।

ଓଡ଼ିଶା ପକ୍ଷରୁ ପପୁ ରାୟ ଓ ଗୋବିନ୍ଦ ପୋଦ୍ଦାର ସର୍ବାଧିକ 3ଟି ଲେଖାଁଏ ୱିକେଟ ନେଇ ବିପକ୍ଷ ନାଗାଲାଣ୍ଡ ଦଳକୁ ପରାଜୟର ବାଟ ଦେଖାଇଥିଲେ ।

କଟକରୁ ପ୍ରଭୁକଲ୍ୟାଣ ପାଲଙ୍କ ରିପୋର୍ଟ, ଇଟିଭି ଭାରତ

Intro:କଟକ: ସୟିଦ ମୁସ୍ତାକ ଅଲି ଟ୍ରଫି ରେ ଓଡିଶା ର ଦମଦାର ବିଜୟ । ନାଗାଲାଣ୍ଡ ବିପକ୍ଷ ମ୍ୟାଚ ରେ 45 ରନ ରେ ବିଜୟ ହାସଲ କରିଛି ଓଡିଶା ।

ଟସ ହାରି ବ୍ୟାଟିଂ ଆମନ୍ତ୍ରଣ ପାଇ ଓଡିଶା ନିର୍ଧାରିତ 20 ଓଭର ରେ 9 ୱେକେଟ ହରାଇ ସଂଗ୍ରହ କରିଥିଲା 149 ରନ । ଦଳ ପକ୍ଷରୁ ଶୁଭ୍ରାଂଶୁ ସେନାପତି ସର୍ବାଧିକ 42 ରନ କରିଥିଲା ବେଳେ ଅଭିଷେକ ରାଉତ 36, ରାଜେଶ ଧୂପର 23 ଓ ଗୋବିନ୍ଦ ପୋଦ୍ଦାର 17 ରନ କରିଥିଲେ । ଯାହାଫଳରେ ଓଡିଶା ଏକ ସମ୍ମାନ ଜନକ ସ୍କୋର ରେ ପହଞ୍ଚିଥିଲା ।

ଜବାବ ରେ ଧାର୍ଯ୍ୟ ଲକ୍ଷ କୁ ପିଛା କରିବାରେ ବିଫଳ ହୋଇଥିଲା ନାଗାଲାଣ୍ଡ । ମାତ୍ର 17 ଓଭର ରେ ସମସ୍ତ ୱକେଟ ହରାଇ 104 ରନ କରିଥିଲା ନାଗାଲାଣ୍ଡ । ଦଳ ପକ୍ଷରୁ ଯୋଗେଶ ଟକୱାଲେ ଓ ଷ୍ଟ୍ରଆଟ ବିନି ସର୍ବାଧିକ 31 ରନ ଲେଖାଁଏ କରିଥିଲା ବେଳେ ଅନ୍ୟ ବ୍ୟାଟ୍ସମ୍ୟାନ ଆଖି ଦୃଷ୍ଟିଆ ପାଳି ଖେଳିବାର ବିଫଳ ହୋଇଥିଲେ । ଯାହାଫଳରେ ନାଗାଲାଣ୍ଡ ଏହି ଗୁରୁତ୍ତ୍ୱପୂର୍ଣ୍ଣ ମ୍ୟାଚ ରେ ପରାଜୟ ବରଣ କରିଥିଲା ।

ଓଡ଼ିଶା ପକ୍ଷରୁ ପପୁ ରାୟ ଓ ଗୋବିନ୍ଦ ପୋଦ୍ଦାର ସର୍ବାଧିକ 3 ଟି ଲେଖାଁଏ ୱେକେଟ ନେଇ ବିପକ୍ଷ ନାଗାଲାଣ୍ଡ ଦଳ କୁ ପରାଜୟ ର ବାଟ ଦେଖାଇଥିଲେ । Body:No needConclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.