ETV Bharat / sports

ମ୍ୟାଚରେ ସରଫରାଜ କଲେ'ଅନୁପଯୁକ୍ତ ଭାଷା'ର ପ୍ରୟୋଗ, କଟିଲା ମ୍ୟାଚ ଫି'

author img

By

Published : Nov 8, 2020, 8:56 PM IST

ପାକିସ୍ତାନର ଘରୋଇ ପ୍ରତିଯୋଗିତାରେ ସିନ୍ଧ ପ୍ରଥମ ଏକାଦଶର ନେତୃତ୍ବ ନେଇଥିବା ସରଫରାଜ ଅହମ୍ମଦ ମ୍ୟାଚ ସମୟରେ 'ଅନୁପଯୁକ୍ତ ଭାଷା'ର ବ୍ୟବହାର କରିଥିଲେ । ପରେ ନିଜର ଭୁଲ ସ୍ବୀକାର କରିଛନ୍ତି ।

ମ୍ୟାଚରେ ସରଫରାଜ କଲେ'ଅନୁପଯୁକ୍ତ ଭାଷା'ର ପ୍ରୟୋଗ, କଟିଲା ମ୍ୟାଚ ଫି'
ମ୍ୟାଚରେ ସରଫରାଜ କଲେ'ଅନୁପଯୁକ୍ତ ଭାଷା'ର ପ୍ରୟୋଗ, କଟିଲା ମ୍ୟାଚ ଫି'

କରାଚି: ପାକିସ୍ତାନର ପୂର୍ବତନ ଅଧିନାୟକ ସରଫରାଜ ଅହମ୍ମଦ କାୟଦେ-ଆଜମ ଟ୍ରଫି ମ୍ୟାଚରେ 'ଅନୁପଯୁକ୍ତ ଭାଷା'ର ବ୍ୟବହାର କରିଛନ୍ତି । ଫଳରେ ଜୋରିମାନା ଆଧାରରେ ତାଙ୍କର ମ୍ୟାଚ ଫିରୁ 35 ପ୍ରତିଶତ କଟା ଯାଇଛି।

ପିସିବି

ତେବେ ସେ ନିଜର ଭୁଲକୁ ସ୍ବୀକାର କରିଛନ୍ତି । ପିସିବିର ମିଡିଆ ବିଜ୍ଞପ୍ତି ମୁତାବକ, ସରଫରାଜ ଖେଳିବା ସମୟରେ ଅମ୍ପାୟରଙ୍କ ନିଷ୍ପତ୍ତିରେ ବାରମ୍ବାର ଅନୁଚିତ୍‌ ଟିପ୍ପଣୀ ଦେଉଥିଲେ । 33ବର୍ଷୀୟ ଏହି ଖେଳାଳିଙ୍କ ନାଁରେ ଅମ୍ପାୟର ଅଭିଯୋଗ ଆଣିବାପରେ ତାଙ୍କ ମ୍ୟାଚ ଫି'ର 35 ପ୍ରତିଶତ ଜୋରିମାନା ଆଧାରରେ କଟା ଯାଇଛି ।

ପାକିସ୍ତାନର ଘରୋଇ ପ୍ରତିଯୋଗିତାରେ ସିନ୍ଧ ପ୍ରଥମ ଏକାଦଶର ଅଧିନାୟକ ହେଉଛନ୍ତି ସରଫରାଜ । ଶନିବାର ଦିନ ମ୍ୟାଚ ସମୟରେ ସେ ଅନୁପଯୁକ୍ତ ଭାଷାର ବ୍ୟବହାର କରିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.