ETV Bharat / sports

ଦ୍ବିତୀୟ ଟେଷ୍ଟରେ ବ୍ରଡ ପ୍ରଭାବୀ ସାବ୍ୟସ୍ତ ହେବେ: ତେନ୍ଦୁଲକର

author img

By

Published : Jul 18, 2020, 7:34 PM IST

କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଲକର ଇଂଲଣ୍ଡ ସ୍ପିଡଷ୍ଟାର ଷ୍ଟୁଆର୍ଟ ବ୍ରଡଙ୍କୁ ପ୍ରଶଂସା କରିଛନ୍ତି ।

Sachin tedulkar backs Stuart Broad to come good in 2nd Test
ଷ୍ଟୁଆର୍ଟ ବ୍ରଡଙ୍କୁ ସଚିନଙ୍କ ପ୍ରଶଂସା, ପ୍ରଭାବୀ ପ୍ରଦର୍ଶନ ନେଇ ଆଶାବାଦୀ

ନୂଆଦିଲ୍ଲୀ: କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଲକର ଇଂଲଣ୍ଡ ସ୍ପିଡଷ୍ଟାର ଷ୍ଟୁଆର୍ଟ ବ୍ରଡଙ୍କୁ ପ୍ରଶଂସା କରିଛନ୍ତି । ଇଣ୍ଡିଜ ବିପକ୍ଷ ପ୍ରଥମ ଟେଷ୍ଟରେ ଚୂଡାନ୍ତ ଏକାଦଶରୁ ବ୍ରଡଙ୍କୁ ବାଦ ଦେଇଥିଲା ଇଂଲଣ୍ଡ । ଫଳରେ କ୍ଷୋଭ ପ୍ରକାଶ କରିଥିଲେ ବ୍ରଡ । ଗତ 8ବର୍ଷ ମଧ୍ୟରେ ଘରୋଇ ସିରିଜରେ ପ୍ରଥମ ଥର ଗୋଟିଏ ଟେଷ୍ଟ ମ୍ୟାଚରୁ ବ୍ରଡ ବାଦ ପଡିଥିଲେ ।

ଷ୍ଟୁଆର୍ଟ ବ୍ରଡ - ଜେମ୍ସ ଆଣ୍ଡରସନ

ପ୍ରଥମ ଟେଷ୍ଟରେ 4 ୱିକେଟରେ ଇଣ୍ଡିଜ ଠାରୁ ପରାସ୍ତ ହେବାପରେ ଦ୍ବିତୀୟ ଟେଷ୍ଟରେ ବ୍ରଡ ଅନ୍ତିମ ଏକାଦଶରେ ସାମିଲ ହୋଇଛନ୍ତି । ପୁରୁଣା ଅନ୍ଦାଜରେ ପ୍ରଭାବୀ ପ୍ରଦର୍ଶନ କରିବେ ବୋଲି ତେନ୍ଦୁଲକର ଆଶାବାଦୀ ଥିବା କହିଛନ୍ତି । ପ୍ରଥମ ଟେଷ୍ଟରେ ବ୍ରଡଙ୍କ ଅନୁପସ୍ଥିତି ଇଂଲଣ୍ଡ ବୋଲିଂ ବିଭାଗର ଦୁର୍ବଳତାକୁ ପଦାରେ ପକାଇଥିଲା ବୋଲି ଅନ୍ୟତମ ଇଂଲଣ୍ଡ ବୋଲର ଆଣ୍ଡରସନ ଖୋଲାଖୋଲି କହିଥିଲେ ।

ଦ୍ବିତୀୟ ଟେଷ୍ଟରେ ଇଂଲଣ୍ଡ ଭଲ ସ୍ଥିତିରେ ରହିଛି । ପ୍ରଥମ ଇଂନିସ 469/9ରେ ପାଳି ଘୋଷଣା କରିଛି । ତେବେ ବର୍ଷା ଯୋଗୁଁ ତୃତୀୟ ଦିନ ଖେଳ ଆରମ୍ଭରେ ବିଳମ୍ବ ହୋଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.