ଲକ୍ଷ୍ନୌ: ଭାରତ ଓ ଦକ୍ଷିଣ ଆଫ୍ରିକା ମହିଳା କ୍ରିକେଟ ଟିମ ମଧ୍ୟରେ ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀ ଏକନା ଷ୍ଟାଡିୟରେ ପ୍ରଥମ ଟି20 ସିରଜର ପ୍ରଥମ ମ୍ୟାଚ ଖେଳାଯାଉଛି । ଟସ୍ ଜିତି ଦକ୍ଷିଣ ଆଫ୍ରିକା ପ୍ରଥମ ଫିଲ୍ଡିଂ ନିଷ୍ପତ୍ତି ନେଇଛି ।
-
Hello & good evening from Lucknow for the @Paytm #INDWvSAW T20I series opener! 👍😎
— BCCI Women (@BCCIWomen) March 20, 2021 " class="align-text-top noRightClick twitterSection" data="
South Africa have won the toss & elected to bowl against #TeamIndia. pic.twitter.com/6rSSD91wU5
">Hello & good evening from Lucknow for the @Paytm #INDWvSAW T20I series opener! 👍😎
— BCCI Women (@BCCIWomen) March 20, 2021
South Africa have won the toss & elected to bowl against #TeamIndia. pic.twitter.com/6rSSD91wU5Hello & good evening from Lucknow for the @Paytm #INDWvSAW T20I series opener! 👍😎
— BCCI Women (@BCCIWomen) March 20, 2021
South Africa have won the toss & elected to bowl against #TeamIndia. pic.twitter.com/6rSSD91wU5
ନିୟମିତ ଟି20 କ୍ୟାପଟେନ ହରମନପ୍ରୀତ କୌର ଆହତ କାରଣରୁ ଖେଳୁନଥିବାବେଳେ, ସ୍ମୃତି ମାନ୍ଧାନାଙ୍କୁ ନେତୃତ୍ବ ଦାୟିତ୍ବ ମିଳିଛି । ପୂର୍ବରୁ ଦିନିକିଆ ସିରିଜକୁ 4-1ରେ ଜିତେନେଇଛି ଭ୍ରମଣକାରୀ ଦଳ ।
ଦକ୍ଷିଣ ଆଫ୍ରିକା ମହିଳା ଏକାଦଶ: ଲିଜେଲେ ଲି, ଆନେ ବୋଚ, ସୁନେ ଲୁସ(କ୍ୟାପଟେନ), ଲାଉରା ୱଲଭାରଡଟ, ମିଙ୍ଗନ ଡୁ ପ୍ରୀଜ, ଲାରା ଗୁଡାଲ, ନିଦିନେ ଡି କ୍ଳାର୍କ, ସିନାଲୋ ଜାଫତା(ୱିକେଟ କିପର), ସାବନିମ ଇସମେଲ, ଆୟାବୋଙ୍ଗା ଖାକା, ନୋଙ୍କୁଲୁକେ ମ୍ଲେବା ।
ଭାରତୀୟ ମହିଳା ଏକାଦଶ: ସ୍ମୃତି ମାନ୍ଧାନା(କ୍ୟାପେଟନ), ଶେଫାଳି ବର୍ମା, ଜେମିମ୍ମା ରୋଡ୍ରିଗ୍ୟୁସ, ଦିପ୍ତୀ ଶର୍ମା, ରିଚା ଘୋଷ, ହରଲିନ ଦେଓଲ, ନୁଝାତ ପରବୀଣ(ୱିକେଟ କିପର), ସିମ୍ରନ ଦିଲ ବାହାଦୂର, ପୁନମ ଯାଦବ, ରେଜେଶ୍ବରୀ ଗାଏକ୍ବାଡ, ଅରୁନ୍ଧତୀ ରେଡ୍ଡି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ