ଶାରଜାହ: ଚଳିତ ଲିଗ୍ର 23ତମ ମ୍ୟାଚରେ ରାଜସ୍ଥାନ ରୟାଲ୍ସକୁ ଦିଲ୍ଲୀ କ୍ୟାପିଟାଲ୍ସ 46 ରନ୍ରେ ମାତ୍ ଦେଇ 5ମ ବିଜୟ ହାସଲ କରିଛି । ଏହି ବିଜୟ ପରେ 10 ପଏଣ୍ଟ ସହ ପଏଣ୍ଟ ଟେବୁଲର ଶୀର୍ଷରେ ରହିଛି ଦିଲ୍ଲୀ । ତେବେ ଦିଲ୍ଲୀର ଆର ଅଶ୍ବିନଙ୍କ ଚମତ୍କାର ବୋଲିଂ ଯୋଗୁଁ ତାଙ୍କୁ ମ୍ୟାନ ଅଫ୍ ଦି ମ୍ୟାଚ ପୁରସ୍କାର ମିଳିଛି ।
-
R Ashwin is adjudged the Man of the Match for his brilliant bowling figures of 2/22.#Dream11IPL pic.twitter.com/lWGQXisccQ
— IndianPremierLeague (@IPL) October 9, 2020 " class="align-text-top noRightClick twitterSection" data="
">R Ashwin is adjudged the Man of the Match for his brilliant bowling figures of 2/22.#Dream11IPL pic.twitter.com/lWGQXisccQ
— IndianPremierLeague (@IPL) October 9, 2020R Ashwin is adjudged the Man of the Match for his brilliant bowling figures of 2/22.#Dream11IPL pic.twitter.com/lWGQXisccQ
— IndianPremierLeague (@IPL) October 9, 2020
ଶୁକ୍ରବାର ମ୍ୟାଚରେ ରାଜସ୍ଥାନ ପ୍ରଥମେ ଟସ୍ ଜିତି ଦିଲ୍ଲୀକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା । ତେବେ ଦିଲ୍ଲୀ ନିର୍ଦ୍ଧାରିତ ଓଭରରେ 8 ଓ୍ବିକେଟ ବିନିମୟରେ 184ରନ ସଂଗ୍ରହ କରିଥିଲା ଦିଲ୍ଲୀ । ଦଳ ପକ୍ଷରୁ ହେଟମେୟର ସର୍ବାଧିକ 45 ରନର ଇଂନିସ ଖେଳିଥିଲେ । ମାର୍କସ ଷ୍ଟୋଇନିସ 30 ବଲରେ 39 ରନ ସଂଗ୍ରହ କରିଥିବାବେଳେ, ଶ୍ରେୟାସ ଆୟର 22, ପୃଥ୍ବୀ 19 ରନ, ଧଓ୍ବନ 5, ପନ୍ତ 5, ହର୍ଷଲ ପଟେଲ 16, ଅକ୍ସର ପଟେଲ 17 ଓ ରାବାଡା 2 ରନ ସଂଗ୍ରହ କରିଥିଲେ ।
ରାଜସ୍ଥାନ ରୟାଲ୍ସ ପକ୍ଷରୁ ଜୋଫ୍ରା ଆର୍ଚର ସର୍ବାଧିକ 3ଟି ୱିକେଟ ଅକ୍ତିଆର କରିଥିବାବେଳେ କାର୍ତ୍ତିକ ତ୍ୟାଗୀ, ଆଣ୍ଡ୍ରେ ଟାଇ ଓ ରାହୁଲ ତେୱାତିଆଙ୍କୁ ଗୋଟିଏ ଲେଖାଏଁ ୱିକେଟ ମିଳିଛି ।
-
That's that from Sharjah. @DelhiCapitals register a 46-run win over #RR in Match 23 of #Dream11IPL.#RRvDC pic.twitter.com/jHll4x76yG
— IndianPremierLeague (@IPL) October 9, 2020 " class="align-text-top noRightClick twitterSection" data="
">That's that from Sharjah. @DelhiCapitals register a 46-run win over #RR in Match 23 of #Dream11IPL.#RRvDC pic.twitter.com/jHll4x76yG
— IndianPremierLeague (@IPL) October 9, 2020That's that from Sharjah. @DelhiCapitals register a 46-run win over #RR in Match 23 of #Dream11IPL.#RRvDC pic.twitter.com/jHll4x76yG
— IndianPremierLeague (@IPL) October 9, 2020
ତେବେ 185ରନ୍ର ବିଜୟଲକ୍ଷ୍ୟ ନେଇ ଗ୍ରାଉଣ୍ଡକୁ ଓହ୍ଲାଇଥିଲା ରାଜସ୍ଥାନ ରୟାଲ୍ସ । ତେବେ ଦଳ ନିର୍ଦ୍ଧାରିତ ଓଭରରେ ପୂର୍ବରୁ ଅଲଆଉଟ ହୋଇଯାଇଥିଲା । 19.4ଓଭରରେ ଦଳ 10 ଓ୍ବିକେଟ ହରାଇ 138ରନ କରିଥିଲା । ରାଜସ୍ଥାନ ପକ୍ଷରୁ ଯଶ୍ବସୀ ଜୟସ୍ବାଲ 34,ବଟଲର 13, ସ୍ମିଥ 24, ସଞ୍ଜୁ ସାମସନ 5, ମହିପାଲ 1, ରାହୁଲ 38, ଆଣ୍ଡ୍ରେ ଟାଇ 6, ଆର୍ଚର 2, ଶ୍ରେୟାସ ଗୋପାଳ 2, କାର୍ତ୍ତିକ 2, ବରୁଣ 1 ରନ୍ ସଂଗ୍ରହ କରିଥିଲେ ।
ଦିଲ୍ଲୀ ପକ୍ଷରୁ ରାବାଡା ସର୍ବାଧିକ 3, ଅନରିଚ ନର୍ଟଜେ 1, ଆର ଅଶ୍ବିନ 2, ହର୍ଷଲ ପଟେଲ 1, ଅକ୍ସର ପଟେଲ 1 ଓ ମାର୍କସ ଷ୍ଟୋଇନିସ 2ଟି ଲେଖାଏଁ ଓ୍ବିକେଟ ହାସଲ କରିଥିଲେ ।
-
The @DelhiCapitals regain top spot in the Points Table after their comprehensive victory against #RR.#Dream11IPL pic.twitter.com/Eb6REr6uan
— IndianPremierLeague (@IPL) October 9, 2020 " class="align-text-top noRightClick twitterSection" data="
">The @DelhiCapitals regain top spot in the Points Table after their comprehensive victory against #RR.#Dream11IPL pic.twitter.com/Eb6REr6uan
— IndianPremierLeague (@IPL) October 9, 2020The @DelhiCapitals regain top spot in the Points Table after their comprehensive victory against #RR.#Dream11IPL pic.twitter.com/Eb6REr6uan
— IndianPremierLeague (@IPL) October 9, 2020
ଦିଲ୍ଲୀ ତା'ର ପରବର୍ତ୍ତୀ ମ୍ୟାଚ ଅକ୍ଟୋବର11ରେ ମୁମ୍ବାଇ ବିପକ୍ଷରେ ଖେଳିବ । ସେହିପରି 11ଅକ୍ଟୋବରରେ ରାଜସ୍ଥାନ - ହାଇଦ୍ରାବାଦକୁ ଭେଟିବ ।