ETV Bharat / sports

ଶେଷରେ ଧୋନିଙ୍କୁ ପଛରେ ପକାଇଲେ ପନ୍ତ - ଧୋନି

ଟି-20 କ୍ରିକେଟରେ ବ୍ୟକ୍ତିଗତ ସର୍ବାଧିକ ରନ କରିଥିବା ଭାରତୀୟ ୱିକେଟ କିପର ବ୍ୟାଟ୍ସମ୍ୟାନ ବନିଛନ୍ତି ପନ୍ତ । ପୂର୍ବରୁ ଧୋନି 56ରନ କରି ପ୍ରଥମ ସ୍ଥାନରେ ରହିଥିଲେ ।

ଫଟୋ ସୌଜନ୍ୟ- ସୋସିଆଲ ମିଡିଆ
author img

By

Published : Aug 7, 2019, 10:33 PM IST

ହାଇଦ୍ରାବାଦ: ଭାରତୀୟ ଦଳରେ ଧୋନିଙ୍କ ବିକଳ୍ପ ପନ୍ତ । ଶେଷରେ ଏହି କଥାକୁ ପ୍ରମାଣ କରି ଦେଖଛନ୍ତି ଏହି ଯୁବ ୱିକେଟକିପର ବ୍ୟାଟ୍ସମ୍ୟାନ । ୱେଷ୍ଟଇଣ୍ଡିଜ୍‌ ଗସ୍ତର ଟି-20 ସିରିଜରେ ଭାରତ କ୍ଲିନ ସୁଇପ କରିଛି । 3ୟ ତଥା ଶେଷ ମ୍ୟାଚରେ 42 ବଲରେ 65 ରନ୍ କରିଥିଲେ ରିଷଭ ପନ୍ତ ।

ଏମିତି କରି ଟି-20 କ୍ରିକେଟରେ ବ୍ୟକ୍ତିଗତ ସର୍ବାଧିକ ରନ କରିଥିବା ଭାରତୀୟ ୱିକେଟକିପର ବ୍ୟାଟ୍ସମ୍ୟାନ ବନିଛନ୍ତି ପନ୍ତ । ପୂର୍ବରୁ ଧୋନି 56ରନ କରି ପ୍ରଥମ ସ୍ଥାନରେ ରହିଥିଲେ । 2017 ବେଙ୍ଗାଲୁରୁରେ ଇଂଲଣ୍ଡ ବିପକ୍ଷ ଟି-20 ମ୍ୟାଚରେ 56 ରନର ଇନିଂସ୍ ଖେଳିଥିଲେ । ସେହିପରି 17ଟି ଟି-20 ମ୍ୟାଚ ଖେଳି ଧୋନିଙ୍କୁ ପଛରେ ପାଇଛନ୍ତି ପନ୍ତ । 17ଟି ଟି-20 ମ୍ୟାଚରୁ ଧୋନି 301ରନ ସଂଗ୍ରହ କରିଥିବା ବେଳେ ପନ୍ତ ସମାନ ମ୍ୟାଚରୁ 302ରନ ସଂଗ୍ରହ କରିଛନ୍ତି ।

ତେବେ ଦିନିକିଆ ଓ ଟେଷ୍ଟ କ୍ରିକେଟରେ ବ୍ୟକ୍ତିଗତ ସର୍ବାଧିକ ରନ କରିବା ମାମଲାରେ ଧୋନି ପ୍ରଥମ ୱିକେଟ କିପର ବ୍ୟାଟ୍ସମ୍ୟାନ ରହିଛନ୍ତି । ଦିନିକିଆ କ୍ରିକେଟରେ ଧୋନିଙ୍କ ବ୍ୟକ୍ତିଗତ ସର୍ବାଧିକ ରନ 183 ରହିଥିବା ବେଳେ ଟେଷ୍ଟ କ୍ରିକେଟରେ 224ରନ ରହିଛି ।

Intro:Body:

sdf

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.