ETV Bharat / sports

ଋଷଭ ପନ୍ତ ପ୍ରତିଭାବାନ ଖେଳାଳି: ମହମ୍ମଦ ସାମି - ୱିକେଟ କିପର ବ୍ୟାଟ୍ସମ୍ୟାନ ଋଷଭ ପନ୍ତ

ଟିମ ଇଣ୍ଡିଆର ଯୁବ ୱିକେଟ କିପର ବ୍ୟାଟ୍ସମ୍ୟାନ ଋଷଭ ପନ୍ତଙ୍କୁ ନେଇ ସ୍ପିଡଷ୍ଟାର ମହମ୍ମଦ ସାମିଙ୍କ ବଡ ବୟାନ । ସାମି କହିଛନ୍ତି ଯୁବ ଋଷଭ ପନ୍ତ ଜଣେ ପ୍ରତିଭାବାନ ଖେଳାଳି ।

Risabh Pant has amazing talent: Mohammed Shami
ଋଷଭ ପନ୍ତ ପ୍ରତିଭାବାନ ଖେଳାଳି: ମହମ୍ମଦ ସାମି
author img

By

Published : Apr 16, 2020, 12:36 PM IST

ନୂଆଦିଲ୍ଲୀ: ଟିମ ଇଣ୍ଡିଆର ଯୁବ ୱିକେଟ କିପର ବ୍ୟାଟ୍ସମ୍ୟାନ ଋଷଭ ପନ୍ତଙ୍କୁ ନେଇ ସ୍ପିଡଷ୍ଟାର ମହମ୍ମଦ ସାମିଙ୍କ ବଡ ବୟାନ । ସାମି କହିଛନ୍ତି ଯୁବ ଋଷଭ ପନ୍ତ ଜଣେ ପ୍ରତିଭାବାନ ଖେଳାଳି ।

ଇରଫାନ ପଠାନଙ୍କ ସହ ଇଷ୍ଟାଗ୍ରାମ ଲାଇଭରେ ଏହା କହିଛନ୍ତି ମହମ୍ମଦ ସାମି । ସାମି କହିଛନ୍ତି "ତେବେ ପନ୍ତ ବନ୍ଧୁ ବୋଲ ଏପରି କହୁନାହିଁ, ପନ୍ତଙ୍କୁ ଏକ ସକରାତ୍ମକ ଆତ୍ମବିଶ୍ବାର ଆବଶ୍ୟକତା ରହିଛି । ଯେବେ ସେ ଏହା ହାସଲ କରିବେ, ସେବେ ସବୁଠୁ ଘାତକ ସାବ୍ୟସ୍ତ ହୋଇପାରିବେ ।"

ଅନ୍ୟତମ ଟିମ ଇଣ୍ଡିଆର ଷ୍ଟାର ଖେଳାଳି ଲୋକେଶ ରାହୁଲଙ୍କୁ ନେଇ ମଧ୍ୟ ମତ ରଖିଛନ୍ତି ସାମି । ରାହୁଲ, କ୍ୟାରିୟରର ଶ୍ରେଷ୍ଠ ଫର୍ମରେ ରହିଛନ୍ତି । ଓ ଜଣେ ଶ୍ରେଷ୍ଠ ଅଲରାଉଣ୍ଡର ଭାବେ ପ୍ରଦର୍ଶନ କରିଛନ୍ତି । ଭିନ୍ନଭିନ୍ନ ସ୍ଥାନରେ ବ୍ୟାଟିଂ କରିବା ସହ, ଆକର୍ଷଣୀୟ ପ୍ରଦର୍ଶନ କରିବା ବାସ୍ତବିକ ଅବିଶ୍ବସନୀୟ ବୋଲି ରାହୁଲଙ୍କ ଉଦ୍ଦେଶ୍ୟରେ କହିଛନ୍ତି ବୋଲର ମହମ୍ମଦ ସାମି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.