ETV Bharat / sports

ଆତଙ୍କିତ ବାଂଲା କ୍ରିକେଟର, ପାକିସ୍ତାନ ଗସ୍ତ ପୂର୍ବରୁ ମାଗିଲେ ଆଶିଷ - ବାଂଲାଦେଶ କ୍ରିକେଟ ଟିମଙ୍କ ପାକିସ୍ତାନ ଗସ୍ତ

ବାଂଲାଦେଶର କ୍ରିକେଟ ଟିମ 3 ମ୍ୟାଚ ବିଶିଷ୍ଟ ଟି-20 ସିରିଜ ଖେଳିବା ପାଇଁ ପାକିସ୍ତାନ ଗସ୍ତ କରିଛନ୍ତି ସତ । କିନ୍ତୁ ସୁରକ୍ଷାକୁ ନେଇ ଭୟଭୀତ ଥିବା ଖେଳାଳିଙ୍କ ଟ୍ବିଟରୁ ଜଣା ପଡିଛି । ବାଂଲା ଖେଳାଳି ମୁସ୍ତାଫିଜୁର ରହମାନ ଟ୍ବିଟରେ ଲେଖିଛନ୍ତି ଯେ, ପାକିସ୍ତାନରେ ଗସ୍ତରେ ଯାଉଛୁ । ପ୍ରାର୍ଥନାରେ ମନେ ରଖିବ ।

mustafizur rahman
mustafizur rahman
author img

By

Published : Jan 23, 2020, 4:04 PM IST

ହାଇଦ୍ରାବାଦ: ବାଂଲାଦେଶର କ୍ରିକେଟ ଟିମ 3 ମ୍ୟାଚ ବିଶିଷ୍ଟ ଟି-20 ସିରିଜ ଖେଳିବା ପାଇଁ ପାକିସ୍ତାନ ପହଞ୍ଚିଗଲେଣି । ସୁରକ୍ଷାକୁ ଦୃଷ୍ଟରେ ରଖି ପାକ୍‌ ଗସ୍ତରୁ ଓହରି ଯାଇଥିବା ମୁଶଫିକୁର ରହିମ ଶେଷରେ ଏହି ଗସ୍ତରେ ଯାଇଛନ୍ତି । ତେବେ ପାକିସ୍ତାନ ଗସ୍ତ ପୂର୍ବରୁ ବାଂଲାଦେଶ ଖେଳାଳି ମୁସ୍ତାଫିଜୁର ରହମାନ ଏକ ଟ୍ବିଟ କରିଛନ୍ତି । ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।

mustafizur rahman
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ@Mustafiz90

ରହମାନ ଟ୍ବିଟ କରି ଲେଖିଛନ୍ତି ଯେ, ପାକିସ୍ତାନ ଯାଉଛି । ଆପଣମାନେ ପ୍ରାର୍ଥନାରେ ମନେ ରଖିବ ।

ସୂଚନାଥାଉକି, 2008ରେ ପାକିସ୍ତାନ ଗସ୍ତରେ ଯାଇଥିବା ଶ୍ରୀଲଙ୍କା ଖେଳାଳିଙ୍କ ଉପରେ ଆତଙ୍କବାଦୀମାନେ ଆକ୍ରମଣ କରିଥିଲେ । ଏହାପରେ ପାକିସ୍ତାନରେ ଅନ୍ତରାଷ୍ଟ୍ରୀୟ କ୍ରିକେଟ ଉପରେ ବ୍ୟାନ ଲାଗିଥିଲା । ଏବେ ପିସିବି ସ୍ଥିତିକୁ ସୁଧାରିବାରେ ଚେଷ୍ଟା ଜାରି ରଖିଛି । ଗତବର୍ଷ ଶ୍ରୀଲଙ୍କା ଟିମ ଟେଷ୍ଟ ଓ ଟି-20 ସିରିଜ ଖେଳିବାକୁ ପାକିସ୍ତାନ ଗସ୍ତ କରିଥିଲା । ଫଳରେ 10 ବର୍ଷ ପରେ ଅନ୍ତରାଷ୍ଟୀୟ କ୍ରିକେଟ ପାକିସ୍ତାନରେ ଖେଳାଯାଇଛି ।

Intro:Body:

BLANK

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.