ETV Bharat / sports

କନଫ୍ଲିକ୍ଟ ଅଫ୍ ଇଣ୍ଟରେଷ୍ଟ ମାମଲାକୁ ଖାରଜ କଲେ ସଚିନ

author img

By

Published : Apr 29, 2019, 12:04 AM IST

ମୁମ୍ବାଇ ଇଣ୍ଡିଆନ୍ସଠାରୁ ସେ କୌଣସି ଆର୍ଥିକ ଫାଇଦା ଉଠାଇନାହାନ୍ତି କି ସେ ମୁମ୍ବାଇର କୌଣସି ମ୍ୟାଚ ନିଷ୍ପତ୍ତିରେ ସାମିଲ ହୋଇନାହାନ୍ତି ବୋଲି ରବିବାର ସ୍ପଷ୍ଟ କରିଛନ୍ତି କିମ୍ବଦନ୍ତୀ କ୍ରିକେଟର ସଚିନ ତେନ୍ଦୁଲକର ।

ଫଟୋ ସୌଜନ୍ୟ- ସୋସିଆଲ ମିଡିଆ

ନୂଆଦିଲ୍ଲୀ: ମୁମ୍ବାଇ ଇଣ୍ଡିଆନ୍ସଠାରୁ ସେ କୌଣସି ଆର୍ଥିକ ଫାଇଦା ଉଠାଇନାହାନ୍ତି କି ସେ ମୁମ୍ବାଇର କୌଣସି ମ୍ୟାଚ ନିଷ୍ପତ୍ତିରେ ସାମିଲ ହୋଇନାହାନ୍ତି ବୋଲି ରବିବାର ସ୍ପଷ୍ଟ କରିଛନ୍ତି କିମ୍ବଦନ୍ତୀ କ୍ରିକେଟର ସଚିନ ତେନ୍ଦୁଲକର । ତେବେ ନିଜ ଉପରେ ଲାଗିଥିବା କନଫ୍ଲିକ୍ଟ ଅଫ୍ ଇଣ୍ଟରେଷ୍ଟ ମାମଲାକୁ ଖାରଜ କରିଛନ୍ତି।

ସଚିନ ରବିବାର ବିସିସିଆଇର ଲୋକପାଳ ଜଷ୍ଟିସ୍ ଡିକେ ଜୈନଙ୍କ ଦ୍ୱାରା ପଠାଯାଇଥିବା ନୋଟିସର ଲିଖିତ ଜବାବ ଦାଖଲ କରିଛନ୍ତି । ଯେଉଁଥିରେ ୧୪ଟି ପ୍ରସଙ୍ଗ ଉପରେ ଉଲ୍ଲେଖ ହୋଇଛି । ସଚିନ ଓ ଭିଭିଏସ ଲକ୍ଷ୍ମଣଙ୍କୁ ମଧ୍ୟପ୍ରଦେଶ କ୍ରିକେଟ୍ ଆସୋସିଏସନ୍ (ଏମପିସିଏ) ଏକ ନୋଟିସ ଜାରି କରିଥିଲା । ଯେଉଁଥିରେ ଲେଖାଥିଲା ଲକ୍ଷ୍ମଣ ଓ ସଚିନ ଆଇପିଏଲ ଫ୍ରାଞ୍ଚାଇଜି ଟିମ୍ ଯଥା ସନରାଇଜର୍ସ ହାଇଦ୍ରାବାଦ ଓ ମୁମ୍ବାଇ ଇଣ୍ଡିଆନ୍ସର ସହକାରୀ ସଦସ୍ୟ ଭାବେ କାର୍ଯ୍ୟ କରୁଛନ୍ତି । ଯାହାକୁ କନଫ୍ଲିକ୍ଟ ଅଫ୍ ଇଣ୍ଟରେଷ୍ଟ କୁହାଯାଉଛି ।

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.