ETV Bharat / sports

‘ବିଶ୍ବର କୌଣସି ସ୍ଥାନରେ ଆମେ ଡେ-ନାଇଟ ଟେଷ୍ଟ ଖେଳିପାରିବୁ’ - କ୍ୟାପଟେନ କୋହଲି

ବିଶ୍ବର କୌଣସି ସ୍ଥାନରେ ଭାରତ ଡେ-ନାଇଟ ଟେଷ୍ଟ (ପିଙ୍କ ବଲ ଟେଷ୍ଟ) ଖେଳିପାରିବ ବୋଲି କହିଛନ୍ତି କ୍ୟାପଟେନ କୋହଲି ।

ready-to-play-d-slash-n-test-in-australia-be-it-perth-or-gabba-virat-kohli
ବିଶ୍ବର କୌଣସି ସ୍ଥାନରେ ବି ଆମେ ଡେ/ନାଇଟ ଟେଷ୍ଟ ଖେଳିପାରିବୁ: ବିରାଟ୍‌
author img

By

Published : Jan 13, 2020, 10:36 PM IST

ମୁମ୍ବାଇ: ଗତ 2018-19 କ୍ରିକେଟ ବର୍ଷରେ ଅଷ୍ଟ୍ରେଲିଆର ଡେ-ନାଇଟ ଟେଷ୍ଟ ମ୍ୟାଚର ନିମନ୍ତ୍ରଣକୁ ପ୍ରତ୍ୟାଖାନ କରିଥିଲା ଭାରତ । ମାତ୍ର ଏବେ ଅଷ୍ଟ୍ରେଲିଆରେ ଡେ-ନାଇଟ ଟେଷ୍ଟ ମ୍ୟାଚ ଖେଳିବାକୁ ରାଜି ହୋଇଛନ୍ତି ଭାରତୀୟ ଦଳର ଅଧିନାକୟ ବିରାଟ କୋହଲି । ବିଶ୍ବର କୌଣସି ସ୍ଥାନରେ ଭାରତ ଡେ-ନାଇଟ ଟେଷ୍ଟ (ପିଙ୍କ ବଲ ଟେଷ୍ଟ) ଖେଳିପାରିବ ବୋଲି କହିଛନ୍ତି କ୍ୟାପଟେନ କୋହଲି ।

ବିଶ୍ବର କୌଣସି ସ୍ଥାନରେ ବି ଆମେ ଡେ/ନାଇଟ ଟେଷ୍ଟ ଖେଳିପାରିବୁ: ବିରାଟ୍‌

କୋହଲି କହିଛନ୍ତି, " ଆମେ ଏଠାରେ(ଭାରତ) ଡେ-ନାଇଟ ଟେଷ୍ଟ ମ୍ୟାଚ ଖେଳି ସାରିଛୁ । ଏହା ଖୁବ ରୋମାଞ୍ଚକର ଥିଲା । ତେଣୁ ଆମେ ଆଗାମୀ ଦିନରେ ମଧ୍ୟ ଏହି ପିଙ୍କ ବଲ ଟେଷ୍ଟ ସିରିଜ ଖେଳିବାକୁ ପ୍ରସ୍ତୁତ । ଆମେ କୌଣସି ଚ୍ୟାଲେଞ୍ଜ ଗ୍ରହଣ କରିବାକୁ ବି ପ୍ରସ୍ତୁତ । ଆମେ କୌଣସି ସ୍ଥାନରେ ଏହି ଟେଷ୍ଟ ମ୍ୟାଚ ଖେଳି ପାରିବୁ । ଅଷ୍ଟ୍ରେଲିଆର ଗାବା ହେଉ କି ପର୍ଥ, ଆମେ ସବୁ ସ୍ଥାନରେ ଖେଳିବାକୁ ପ୍ରସ୍ତୁତ ।"

ଉଲ୍ଲେଖଥାଉ କି, ଗତ ବର୍ଷ ଜାନୁଆରୀରେ ଅଷ୍ଟ୍ରେଲିଆ ମାଟିରେ ଟେଷ୍ଟ ସିରିଜ ଜିତି ଇତିହାସ ରଚିଥିଲା ଭାରତ । ଅଷ୍ଟ୍ରେଲିଆ ବିପକ୍ଷରେ 2-1ରେ ଟେଷ୍ଟ ସିରିଜ ଜିତି ଥିଲା ଭ୍ରମଣକାରୀ ଭାରତ ।

Intro:Body:Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.