ETV Bharat / sports

ଦ୍ରୁତ 200 ଟେଷ୍ଟ ୱିକେଟ କ୍ଳବରେ ରବିନ୍ଦ୍ର ଜାଡେଜା - ଜାଡେଜାଙ୍କ ଟେଷ୍ଟ ରେକର୍ଡ

ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟେଷ୍ଟରେ ଜାଡେଜାଙ୍କ ନୂଆ ରେକର୍ଡ । ଟେଷ୍ଟ କ୍ରିକେଟରେ ବାମହାତୀ ସ୍ପିନର ଭାବେ ଦ୍ରୁତ 200 ୱିକେଟ ହାସଲ କରିଛନ୍ତି ଜାଡେଜା ।

ଫଟୋ ସୌଜନ୍ୟ: twitter@BCCI
author img

By

Published : Oct 4, 2019, 10:12 PM IST

ବିଶାଖାପଟନାମ୍‌: ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟେଷ୍ଟରେ ଜାଡେଜାଙ୍କ ନୂଆ ରେକର୍ଡ । ଟେଷ୍ଟ କ୍ରିକେଟରେ ବାମହାତୀ ସ୍ପିନର ଭାବେ ଦ୍ରୁତ 200 ୱିକେଟ ହାସଲ କରିଛନ୍ତି ଜାଡେଜା । ଏହି ମାଇଲଷ୍ଟୋନକୁ ଅତିକ୍ରମ କରିବାରେ ଜାଡେଜା, ଶ୍ରୀଲଙ୍କାର ରଙ୍ଗନା ହେରାଥଙ୍କୁ ପଛରେ ପକାଇଛନ୍ତି ।

ପୂର୍ବରୁ ଏହି ରେକର୍ଡ ହେରାଥଙ୍କ ନାମରେ ରହିଥିଲା । 47ଟି ଟେଷ୍ଟ ମ୍ୟାଚରୁ 200 ୱିକେଟ ପୂରଣ କରିଥିଲେ ହେରାଥ । ଜାଡେଜା 44ଟି ମ୍ୟାଚରୁ ଏହି ସଫଳତା ହାସଲ କରିଛନ୍ତି । ଏହି ତାଲିକାରେ ଅଛନ୍ତି ଅଷ୍ଟ୍ରେଲିଆର ଭେଟେରାନ ପେସର ମିଚେଲ ଜନସନ । ସେ 49 ଟି ମ୍ୟାଚରୁ 200ତମ ୱିକେଟ ହାସଲ କରିଥିଲେ । ପରେ ମିଚେଲ ଷ୍ଟାର୍କ, ବିଶନ ବେଦି ଓ ୱାସିମ ଆକ୍ରମ ରହିଛନ୍ତି ।

30 ବର୍ଷିୟ ଜାଡେଜାଙ୍କ ଇଂଲଣ୍ଡ ବିପକ୍ଷରେ 2012ରେ ଟେଷ୍ଟ କ୍ରିକେଟରେ ଡେବ୍ୟୁ କରିଥିଲେ । ଦିନିକିଆରେ ଜାଡେଜାଙ୍କ ନାମରେ ଦିନିକିଆରେ 178 ଓ ଟି20ରେ 33 ୱିକେଟ ରହିଛି ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.