ETV Bharat / sports

ରଣଜୀ ଲଢେଇ: ହରିୟାଣାକୁ ହରାଇଲା ଓଡିଶା

author img

By

Published : Jan 14, 2020, 12:29 PM IST

ରଣଜୀ ଲଢେଇରେ ହରିୟାଣାକୁ ହରାଇଲା ଓଡିଶା। 179 ରନର ବିଜୟ ଲକ୍ଷ୍ୟକୁ 9 ୱିକେଟ ହରାଇ ହାସଲ କରିନେଇଛି ଶୁଭ୍ରାଂଶୁ ସେନାପତିଙ୍କ ଦଳ। ଅଧିକ ପଢନ୍ତୁ...

Ranjy Trophy
ହରିୟାଣାକୁ ହରାଇଲା ଓଡିଶା

ଭୁବନେଶ୍ବର: ରଣଜୀ ଲଢେଇରେ ହରିୟାଣାକୁ ହରାଇଛି ଓଡିଶା। 179 ରନର ବିଜୟ ଲକ୍ଷ୍ୟକୁ 9 ୱିକେଟ ହରାଇ ହାସଲ କରିନେଇଛି। ହାତରେ 1 ୱିକେଟ ଥାଇ ବିଜୟୀ ହୋଇଛି ଟିମ ଓଡିଶା। ଏହାସହିତ ମୂଲ୍ୟବାନ 6 ପଏଣ୍ଟ ହାସଲ କରିଛି ଦଳ।

ପ୍ରଥମ ବ୍ୟାଟିଂ କରି ହରିୟାଣା ମାତ୍ର 90 ରନ କରିଥିଲା । ଓଡିଶା ବୋଲରଙ୍କ ଘାତକ ବୋଲିଂ ଆଗରେ ତିଷ୍ଠି ପାରିନଥିଲେ ହରିୟାଣା ବ୍ୟାଟ୍ସମ୍ୟାନ । ଏମିତିକି 7 ଜଣ ବ୍ୟାଟ୍ସମ୍ୟାନ 2 ଅଙ୍କ ସ୍କୋର ଛୁଇଁ ପାରନଥିଲେ। ଓଡିଶା ପକ୍ଷରୁ ସୂର୍ଯ୍ୟକାନ୍ତ ପ୍ରଧାନ ଜବରଦସ୍ତ ପ୍ରଦର୍ଶନ କରିଥିଲେ ।

2 ଓଭର ବୋଲିଂରେ ଗୋଟିଏ ମେଡେନ ସହ 6ଟି ୱିକେଟ ଅକ୍ତିଆର କରିଥିଲେ । ରାଜେଶ ମହାନ୍ତି 2ଟି ଓ ବସନ୍ତ ମହାନ୍ତି , ପପୁ ରୟ ଗୋଟିଏ ଲେଖାଁଏ ୱିକେଟ ହାସଲ କରିଥିଲେ। ପରେ ହରିୟାଣା ବୋଲରଙ୍କ ମଧ୍ୟ ପ୍ରଭାବୀ ପ୍ରଦର୍ଶନ ଦେଖବାକୁ ମିଳିଥିଲା। ଓଡିଶାକୁ ପ୍ରଥମ ଇଂନିସରେ ମାତ୍ର 160 ରନରେ ଅଲଆଉଟ କରିଥିଲେ । ଏହାପରେ ହରିୟାଣା 2ୟ ଇଂନିସରେ 248 ରନ ସହ ଓଡିଶାକୁ 179 ରନର ବିଜୟ ଲକ୍ଷ୍ୟ ଦେଇଥିଲା।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.