ETV Bharat / sports

ରୋହିତଙ୍କ ପରେ ସର୍ଫରାଜ, ମୁମ୍ବାଇ ବ୍ୟାଟ୍ସମ୍ୟାନ ଭାବେ ତ୍ରିଶତକ ହାସଲ

ଚଳିତ ରଣଜୀ ସିଜିନରେ ଉତ୍ତର ପ୍ରଦେଶ ବିପକ୍ଷ ମ୍ୟାଚରେ ମୁମ୍ବାଇ ବ୍ୟାଟ୍ସମ୍ୟାନ ସର୍ଫରାଜ ଖାନ ଅପରାଜିତ ତ୍ରିଶତକ ହାସଲ କରିଛନ୍ତି । ଚଳିତ ରଣଜୀ ସିଜିନରେ ଏହା 3ୟ ତ୍ରିଶତକ । ତେବେ ରୋହିତ ଶର୍ମାଙ୍କ ପରେ ମୁମ୍ବାଇ ବ୍ୟାଟ୍ସମ୍ୟାନ ଭାବେ ତ୍ରିଶତକ ହାସଲ କରିବାରେ 2ୟ କ୍ରିକେଟର ହୋଇଛନ୍ତି ସର୍ଫରାଜ । ଅଧିକ ପଢନ୍ତୁ...

author img

By

Published : Jan 23, 2020, 1:36 PM IST

Ranji Trophy
ସର୍ଫରାଜ ଖାନ

ମୁମ୍ବାଇ: ଚଳିତ ରଣଜୀ ସିଜିନରେ ଏକାଧିକ ତ୍ରିଶତକ ଦେଖିବାକୁ ମିଳିଛି । ଏଯାବତ ଚଳିତ 2019-20 ସିରିଜରେ 3ଟି ତ୍ରିଶତକ ଦେଖିବାକୁ ମିଳିଛି । ପ୍ରଥମ ଖେଳାଳି ଭାବେ ମିଜୋରାମର ତାରୁୱାର କୋହଲି ଓ ପରେ ବେଙ୍ଗଲର ମନୋଜ ତିୱ୍ବାରୀ ତ୍ରିଶତକୀୟ ଇଂନିସ ଖେଳିଛନ୍ତି । ତେବେ 3ୟ ଖେଳାଳି ଭାବେ ମୁମ୍ବାଇର ଯୁବ ବ୍ୟାଟ୍ସମ୍ୟାନ ସର୍ଫରାଜ ଖାନ ତ୍ରିଶତକ ହାସଲ କରିଛନ୍ତି ।

Ranji Trophy
ସର୍ଫରାଜ ଖାନ

ଉତ୍ତର ପ୍ରଦେଶ ବିପକ୍ଷ ମ୍ୟାଚରେ 6 ନଂ ସ୍ଥାନରେ ବ୍ୟାଟିଂ ପାଇଁ ଆସିଥିଲେ ସର୍ଫରାଜ । 391 ବଲରେ 390 ଚୌକା ଓ 8 ଛକା ସହାୟତାରେ ଅପରାଜିତ 301 ରନର ଇଂନିସ ଖେଳିଛନ୍ତି ସର୍ଫରାଜ । ଫଳରେ ଏହି ମ୍ୟାଚଟି ଅମୀମାଂଶିତ ଭାବେ ଶେଷ ହୋଇଛି । ଶିଧେଶ ଲାଡଙ୍କ ସହ ଷଷ୍ଠ ୱିକେଟ ଯୋଡିରେ ସର୍ଫରାଜ 210 ରନର ପାର୍ଟନରସିପ କରିଥିଲେ ।

ତେବେ ତ୍ରିଶତକ ହାସଲ କରିବାରେ ସର୍ଫରାଜ ଖାନ 2ୟ ମୁମ୍ବାଇ ବ୍ୟାଟ୍ସମ୍ୟାନ ହୋଇଛନ୍ତି । ପ୍ରଥମ ଖେଳାଳି ଭାବେ ରୋହିତ ଶର୍ମା ତ୍ରିଶତକ ହାସଲ କରିଥିଲେ ।

Intro:Body:

BLANK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.