ETV Bharat / sports

ରଣଜୀ ଟ୍ରଫି ଫାଇନାଲ: ଅମ୍ପାୟାର ସି ସାମନୁଦ୍ଦିନ ଆହତ

author img

By

Published : Mar 10, 2020, 4:10 PM IST

ରଣଜୀ ଟ୍ରଫି 2020ର ଫାଇନାଲ ମ୍ୟାଚରେ ଏକ ଅଭାବନୀୟ ଘଟଣା ଘଟିଛି । ଅମ୍ପାୟାର ସି ସାମନୁଦ୍ଦିନ ଆହତ ହେବାପରେ 2ୟ ଦିନ ଅମ୍ପାୟାରିଂ ପାଇଁ ପଡିଆକୁ ଆସିନଥିଲେ । ଅଧିକ ପଢନ୍ତୁ...

Ranji Trophy final
ରଣଜୀ ଟ୍ରଫି ଫାଇନାଲ: ଅମ୍ପାୟାର ସି ସାମନୁଦ୍ଦିନ ଆହତ

ରାଜକୋଟ: ସୌରାଷ୍ଟ୍ର କ୍ରିକେଟ ଆସୋସିଏସନ ଗ୍ରାଉଣ୍ଡରେ ଖେଳାଯାଉଛି ରଣଜୀ ଟ୍ରଫି 2020ର ଫାଇନାଲ ମ୍ୟାଚ । ବେଙ୍ଗଲ-ସୌରାଷ୍ଟ୍ର ମଧ୍ୟରେ ଟାଇଟଲ ଲଢେଇର ଆଜି (ମଙ୍ଗଳବାର) 2ୟ ଦିନ । ତେବେ 2ୟ ଦିନରେ ଏକ ଅଭାବନୀୟ ଘଟଣା ଘଟିଛି ।

ଅମ୍ପାୟାର ସି ସାମନୁଦ୍ଦିନ ଆହତ ହେବାପରେ 2ୟ ଦିନ ଅମ୍ପାୟାରିଂ ପାଇଁ ପଡିଆକୁ ଆସିନଥିଲେ । ଅଧିକ ଯନ୍ତ୍ରଣା ଅନୁଭବ କରିବା ପରେ ସେ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଜଣାପଡିଛି । ସାମସୁଦ୍ଦିନଙ୍କ ସ୍ଥାନରେ ଯଶବନ୍ତ ବରଡେଙ୍କୁ ଅମ୍ପାୟାରିଂ ଦାୟିତ୍ବ ମିଳିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.