ETV Bharat / sports

48 ବର୍ଷରେ ଭାରତୀୟ କ୍ରିକେଟର 'ଦ ୱାଲ' ଦ୍ରାବିଡ

ପୂର୍ବତନ ଭାରତୀୟ କ୍ୟାପଟେନ ରାହୁଲ ଦ୍ରାବିଡ ସୋମବାର 48 ବର୍ଷରେ ପାଦ ଦେଇଛନ୍ତି । ଅଧିକ ପଢନ୍ତୁ...

Rahul Dravid turns 48: Wishes pour in for 'The Wall'
48 ବର୍ଷରେ ଭାରତୀୟ କ୍ରିକେଟର 'ଦ ୱାଲ' ଦ୍ରାବିଡ
author img

By

Published : Jan 11, 2021, 10:29 PM IST

ନୂଆଦିଲ୍ଲୀ: ପୂର୍ବତନ ଭାରତୀୟ କ୍ୟାପଟେନ ରାହୁଲ ଦ୍ରାବିଡ ସୋମବାର 48 ବର୍ଷରେ ପାଦ ଦେଇଛନ୍ତି । ଫଳରେ ଫ୍ୟାନ୍ସଙ୍କଠୁ ନେଇ କ୍ରିକେଟରଙ୍କ ପର୍ଯ୍ୟନ୍ତ ସୋସିଆଲ ମିଡିଆରେ ଦ୍ରାବିଡଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ।

  • Warm birthday wishes to a special friend with whom I shared a lot of wonderful memories and who continues to inspire us. Wishing you a very special birthday and a wonderful year ahead Rahul. pic.twitter.com/S3hWufvD9r

    — VVS Laxman (@VVSLaxman281) January 11, 2021 " class="align-text-top noRightClick twitterSection" data=" ">

ଭାରତୀୟ କ୍ରିକେଟର ଅନ୍ୟତମ ମହାନ କ୍ରିକେଟର ଦ୍ରାବିଡ ତାଙ୍କର ସଫଳତମ କ୍ୟାରିୟରରେ ଉଭୟ ଦିନିକିଆ ଓ ଟେଷ୍ଟରେ 10000ରୁ ଅଧିକ ରନ ସଂଗ୍ରହ କରିଛନ୍ତି । 164ଟି ଟେଷ୍ଟରୁ 13288 ରନ, 344 ଦିନିକିଆରୁ 10889 ରନ ସଂଗ୍ରହ କରିଛନ୍ତି ।

ଭିଭିଏସ ଲକ୍ଷ୍ମଣ ଦ୍ରାବିଡଙ୍କ ସହ କିଛି ସ୍ମରଣୀୟ ଭାଗିଦାରୀର ଫଟୋ ସେୟାର କରିବା ସହ, 'ଦ ୱାଲ' ବୋଲି ଲେଖିଛନ୍ତି ।

  • Kehte hain Deewaaron ke bhi kaan hote hain. Yeh deewar ke kaan toh hain hi jo sabko achhe se sunte hain, balki bahut saaf hriday aur mann bhi hai. When we had the Wall, we had it All. #HappyBirthdayRahulDravid , wish you fulfillment in all that you do. pic.twitter.com/DbV6VPUzPh

    — Virender Sehwag (@virendersehwag) January 11, 2021 " class="align-text-top noRightClick twitterSection" data=" ">

ପୂର୍ବତନ କ୍ୟାପଟେନ ଦ୍ରାବିଡ ବର୍ତ୍ତମାନ ଜାତୀୟ କ୍ରିକେଟ ଏକାଡେମୀ(NCA) ବେଙ୍ଗାଲୁରୁର ମୁଖ୍ୟ ଅଛନ୍ତି । ବର୍ଷ 1988ରେ ଅର୍ଜୁନ ଆୱାର୍ଡ, 2004ରେ ପଦ୍ମଶ୍ରୀ ଓ 2013ରେ ପଦ୍ମ ଭୂଷଣ ସମ୍ମାନରେ ସମ୍ମାନିତ ହୋଇଛନ୍ତି ।

  • 509 international caps🧢
    24,208 international runs🏏
    48 international tons 👍
    Most catches (210) in Tests 👌
    Over 10,000 runs in both Tests & ODIs 👏

    Wishing Rahul Dravid - former India captain & one of the finest batsmen to have ever graced the game - a very Happy Birthday 🎂👏 pic.twitter.com/X2E181x5jK

    — BCCI (@BCCI) January 11, 2021 " class="align-text-top noRightClick twitterSection" data=" ">

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.