ETV Bharat / sports

ଆଇପିଏଲ 2020: ଜାଣନ୍ତୁ କେଉଁ ଖେଳାଳିଙ୍କ କବ୍ଜାରେ ପର୍ପଲ ଓ ଅରେଞ୍ଜ କ୍ୟାପ

author img

By

Published : Nov 6, 2020, 5:22 PM IST

ଆଇପିଏଲ 2020ର ଅରେଞ୍ଜ କ୍ୟାପ ଏବେ ବି କିଙ୍ଗ୍ସ ଏକାଦଶ ପଞ୍ଜାବର ଅଧିନାୟକ କେଏଲ ରାହୁଲଙ୍କ ଅଧିନରେ ରହିଛି । କିନ୍ତୁ ପର୍ପଲ କ୍ୟାପ କାଗିସୋ ରାବାଡାଙ୍କ ଠାରୁ ଛଡେଇ ନେଇଛନ୍ତି ଜସପ୍ରିତ ବୁମରାହ ।

ଆଇପିଏଲ 2020: ଜାଣନ୍ତୁ କେଉଁ ଖଳାଳିଙ୍କ କବ୍ଜାରେ ପର୍ପଲ ଓ ଅରେଞ୍ଜ କ୍ୟାପ

ଦୁବାଇ: ଆଇପିଏଲ 2020ର ଅରେଞ୍ଜ କ୍ୟାପ ଏବେ ବି କିଙ୍ଗ୍ସ ଏକାଦଶ ପଞ୍ଜାବର ଅଧିନାୟକ କେଏଲ ରାହୁଲଙ୍କ ଅଧିନରେ ରହିଛି । କିନ୍ତୁ ପର୍ପଲ କ୍ୟାପ କାଗିସୋ ରାବାଡାଙ୍କ ଠାରୁ ଛଡେଇ ନେଇଛନ୍ତି ଜସପ୍ରିତ ବୁମରାହ । ବୁମରାହ କ୍ବାଲିଫାୟର -1ରେ ଦିଲ୍ଲୀ କ୍ୟାପିଟାଲ୍ସର 4ଟି ଓ୍ବିକେଟ ନେଇ ପର୍ପଲ କ୍ୟାପ ନିଜ ନାଁରେ କରିଛନ୍ତି ।

purple-cap-reached-to-bumrah-orange-cap-retained-with-rahul
ଜସପ୍ରିତ ବୁମରାହ

ବୁମରାହ 14ଟି ମ୍ୟାଚରେ 27ଟି ଓ୍ବିକେଟ ଅକ୍ତିଆର କରିଛନ୍ତି । କାଗିସୋ ରାବାଡାଙ୍କ ନାଁରେ ରହିଛି 25ଟି ଓ୍ବିକେଟ । ଟ୍ରେଣ୍ଟ ବୋଲ୍ଟଙ୍କ ନାଁରେ ରହିଛି 22ଟି ଓ୍ବିକେଟ ଫଳରେ ସେ ଲିଷ୍ଟର 3ୟ ସ୍ଥାନରେ ରହିଛନ୍ତି ।

କେଏଲ ରାହୁଲ
କେଏଲ ରାହୁଲ

ବ୍ୟାଟିଂ ବିଭାଗରେ କିଙ୍ଗ୍ସ ଏକାଦଶ ପଞ୍ଜାବର ଅଧିନାୟକ କେଏଲ ରାହୁଲ 14ଟି ମ୍ୟାଚରେ 670ରନ୍‌ ସଂଗ୍ରହ କରି ଟପ୍‌ ରହିଛନ୍ତି । ଏଥିଲାଗି ଅରେଞ୍ଜ କ୍ୟାପ ତାଙ୍କ ପାଖରେ ରହିଛି । ତେବେ ରାହୁଲ ଏହି ସ୍କୋରରୁ ଆଗକୁ ବଢି ପାରିବେ ନାହିଁ କାରଣ ତାଙ୍କ ଦଳ ପ୍ଲେଅଫ୍‌ରେ ସ୍ଥାନ ପକ୍କା କରି ପାରିଲା ନାହିଁ । ତାଙ୍କ ପଛକୁ ହାଇଦ୍ରାବାଦର ଅଧିନାୟକ ଡେଭିଡ ଓ୍ବାର୍ଣ୍ଣର ଓ 3ୟ ସ୍ଥାନରେ ଶିଖର ଧଓ୍ବନ ରହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.