ETV Bharat / sports

ଆଇପିଏଲ ପରେ ପାକିସ୍ତାନ ସୁପର ଲିଗକୁ କୋରୋନା ଭୟ

author img

By

Published : Mar 14, 2020, 7:16 AM IST

ପାକିସ୍ତାନ ସୁପର ଲିଗରେ ଏବେ 4 ଦିନିଆ ନକ ଆଉଟ ବଦଳରେ ଦୁଇ ଦିନିକଆ ନକଆଉଟ ହେବ । ତେବେ କୋରୋନା ଭୟ ପାଇଁ ପିଏସଏଲର ଚାରି ଦିନିଆ ପ୍ଲେ ଅଫକୁ ଦୁଇ ଦିନିଆ କରିଛି ପାକିସ୍ତାନ ।

psl-knockout-phase-shortened-amid-coronavirus-outbreak
ଆଇପିଏଲ ପରେ ପାକିସ୍ତାନ ସୁପର ଲିଗକୁ କୋରୋନା ଭୟ

ଇସଲାମାବାଦ: ଭାରତରେ ଆଇପିଏଲର ଚଳିତ ସିଜିନ ବାତିଲ ହେବା ପରେ ପାକିସ୍ତାନକୁ ଘାରିଛି କୋରୋନା ଭୟ । ପାକିସ୍ତାନ ସୁପର ଲିଗରେ ଏବେ 4 ଦିନିଆ ନକ ଆଉଟ ବଦଳରେ ଦୁଇ ଦିନିକଆ ନକଆଉଟ ହେବ । ତେବେ କୋରୋନା ଭୟ ପାଇଁ ପିଏସଏଲର ଚାରି ଦିନିଆ ପ୍ଲେ ଅଫକୁ ଦୁଇ ଦିନିଆ କରିଛି ପାକିସ୍ତାନ ।

ପିସିବି କହିଛି, ‘ପାକିସ୍ତାନ ସୁପର ଲିଗ୍ 2020ର ମ୍ୟାଚ ଏବେ 34ଟି ତୁଳନାରେ ବର୍ତ୍ତମାନ 33ଟି ମ୍ୟାଚ ଖେଳାଯିବ । ସଂଶୋଧିତ କାର୍ଯ୍ୟସୂଚୀ ଅନୁଯାୟୀ, 17 ମାର୍ଚ୍ଚ ସେମିଫାଇନାଲ ଡବଲ ହେଡର ହେବ । ଯାହାକି ଗାଡଫି ଷ୍ଟାଡିୟମରେ ଅନୁଷ୍ଠିତ ହେବ । ଟେବୁଲ ଟପ୍ପରମାନେ ଚତୁର୍ଥ ସ୍ଥାନ ସହ ଅପରାହ୍ନ 2ଟାରେ ମୁହାଁମୁହିଁ ହେବେ । ଦ୍ବିତୀୟ ସେମିଫାଇନାଲ, ଯାହା ଦ୍ବିତୀୟ ଏବଂ ତୃତୀୟ ସ୍ଥାନିତ ଦଳ ମଧ୍ୟରେ ସନ୍ଧ୍ୟା 7 ଟାରୁ ଆରମ୍ଭ ହେବ |’

ସେହିପରି ଫାଇନାଲ୍ 18 ମାର୍ଚ୍ଚରେ ଖେଳାଯିବ ଏବଂ ସନ୍ଧ୍ୟା 7 ଟାରୁ ଆରମ୍ଭ ହେବ। ଦଳର ମାଲିକଙ୍କ ପରାମର୍ଶ କ୍ରମେ ଏହି ସବୁ ପରିବର୍ତ୍ତନ କରାଯାଇଛି ବୋଲି ପିସିବି କହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.