ETV Bharat / sports

ଜାଣନ୍ତୁ, ଓସିଏ ନିର୍ବାଚନ ନେଇ କଣ ରହିଛି ପ୍ରୋଟୋକଲ - ଓସିଏ ନିର୍ବାଚନ ପ୍ରୋଟୋକଲ

ଓସିଏ ନିର୍ବାଚନକୁ ଅବାଧ ଓ ସ୍ବଚ୍ଛ କରିବା ପାଇଁ ଜାରି କରାଯାଇଛି ପ୍ରୋଟୋକଲ । ନିର୍ବାଚନ ଅଧକାରୀ ଗ୍ରୀନ ରଙ୍ଗର କାର୍ଡ, ନିର୍ବାଚନ ପର୍ଯ୍ୟବେକ୍ଷକ ବ୍ଲୁ ରଙ୍ଗର କାର୍ଡ ବ୍ୟବହାର କରିବେ । ସେହିପରି ଓସିଏର କର୍ମକର୍ତା ଓ ଅଧିକାରୀ ମଧ୍ୟ ପିଙ୍କ ରଙ୍ଗର କାର୍ଡ ବ୍ୟବହାର କରିବେ ।

ଫଟୋ ସୌଜନ୍ୟ- ସମ୍ବାଦଦାତା, କଟକ
author img

By

Published : Sep 25, 2019, 9:17 PM IST

କଟକ: ଆସନ୍ତା ଶୁକ୍ରାବାର (ସେପ୍ଟେମ୍ବର 27)ରେ ଅନୁଷ୍ଠିତ ହେବ ଓଡିଶା କ୍ରିକେଟ ଆସୋସିଏସନର ନିର୍ବାଚନ । ତେବେ ନିର୍ବାଚନକୁ ଅବାଧ ଓ ସ୍ବଚ୍ଛ କରିବା ପାଇଁ ଜାରି କରାଯାଇଛି ପ୍ରୋଟୋକଲ । ନିର୍ବାଚନ ଅଧିକାରୀ ଓ ଭୋଟରମାନଙ୍କ ଦ୍ବାରା ଯେପରି କୌଣସି ପ୍ରକାର ତ୍ରୁଟି ପରିଲକ୍ଷିତ ନ ହୁଏ ସେ ନେଇ ବୁଧାବାର (ଆଜି) ନୋଟିସ ଜାରି କରିଛନ୍ତି ଓସିଏ ନିର୍ବଚନ କମିଶନର ଏଲଏମ ମଜୁମଦାର ।

ତେବେ ନିର୍ବାଚନ ପରିଚାଳନା କରୁଥିବା ଅଧକାରୀ ମଧ୍ୟ ଏହି ନିୟମ ଅନ୍ତର୍ଭୁକ୍ତ । ସ୍ଵତନ୍ତ୍ର ରଙ୍ଗର କାର୍ଡ ମଧ୍ୟ ପରିଧାନ କରିବେ ଅଧକାରୀ । ନିର୍ବାଚନ ଅଧକାରୀ ଗ୍ରୀନ ରଙ୍ଗର କାର୍ଡ, ନିର୍ବାଚନ ପର୍ଯ୍ୟବେକ୍ଷକ ବ୍ଲୁ ରଙ୍ଗର କାର୍ଡ ବ୍ୟବହାର କରିବେ । ସେହିପରି ଓସିଏର କର୍ମକର୍ତା ଓ ଅଧିକାରୀ ମଧ୍ୟ ପିଙ୍କ ରଙ୍ଗର କାର୍ଡ ବ୍ୟବହାର କରିବେ ।

ଅନ୍ୟପଟେ ଭୋଟରମାନଙ୍କ ପାଇଁ ଅନେକ ନିୟମ କାନୁନ ଲାଗୁ କରିଛନ୍ତି ନିର୍ବାଚନ କମିଶନର । ଯେପରି ଓସିଏ ହଲରେ ଧୂମ୍ରପାନ ନକରିବା, ଉଚ୍ଚ ସ୍ବରରେ ନ କଥା ହେବା, ମୋବାଇଲ , ବିଦ୍ୟୁତ ଚଳିତ ଯନ୍ତ୍ରକୁ ଗେଟ ବାହାରେ ରଖିବା ଆଦି ପ୍ରୋଟୋକଲରେ ଉଲ୍ଲେଖ ରହିଛି ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

Intro:କଟକ: ଚଳିତ ଓସିଏ ନିର୍ବାଚନ ହେବ ଅବାଧ ଓ ସ୍ୱଚ୍ଛ । ନିର୍ବାଚନ ଅଧିକାରୀ ଓ ଭୋଟର ମାନଙ୍କ ଦ୍ୱାରା ଯେପରି କୌଣସି ପ୍ରକାର ତ୍ରୁଟି ପରିଲକ୍ଷିତ ନହୁଏ ସେ ଦିଗରେ ଆଜି ନୋଟିସ ଜାରି କରିଛନ୍ତି ନିର୍ବଚନ କମିଶନର ଏଲ ଏମ ମଜୁମଦାର ।

ନିର୍ବାଚନ ପରିଚାଳନା କରୁଥିବା ଅଧକାରୀ ମଧ୍ୟ ଏହି ନିୟମ ର ଅନ୍ତର୍ଭୁକ୍ତ । ସ୍ଵତନ୍ତ୍ର ରଙ୍ଗ ର କାର୍ଡ ମଧ୍ୟ ପରିଧାନ କରିବେ ଅଧକାରୀ । ଯେପରି ନିର୍ବାଚନ ଅଧକାରୀ ଗ୍ରୀନ ରଙ୍ଗ ର କାର୍ଡ ,ନିର୍ବାଚନ ପର୍ଯ୍ୟବେକ୍ଷକ ବ୍ଲୁ ରଙ୍ଗ ର କାର୍ଡ ବ୍ୟବହାର କରିବେ । ସେହିପରି ଓସିଏ ର କର୍ମକର୍ତା ଓ ଅଧିକାରୀ ମଧ୍ୟ ପିଙ୍କ ରଙ୍ଗ ର କାର୍ଡ ବ୍ୟବହାର କରିବେ ଇତ୍ୟାଦି ।

ସେହିପରି ଭୋଟର ମାନଙ୍କ ପାଇଁ ଅନେକ ନିୟମ କାନୁନ ଲାଗୁ କରିଛନ୍ତି ନିର୍ବାଚନ କମିଶନର । ଯେପରି ଓସିଏ ହଲ ରେ ଧୂମ୍ରପାନ ନକରିବା , ଉଚ୍ଚ ସ୍ୱର ରେ ନ କଥା ହେବା, ମୋବାଇଲ , ବିଦ୍ୟୁତ ଚଳିତ ଯନ୍ତ୍ର କୁ ଗେଟ ବାହାରେ ରଖିବା , ଇତ୍ୟାଦି ।

Body:No needConclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.