ETV Bharat / sports

ମଙ୍ଗଳବାରଠାରୁ ଦୂରଦର୍ଶନରେ ଅନ୍ତର୍ଜାତୀୟ କ୍ରିକେଟ ମ୍ୟାଚର ପୁନଃପ୍ରସାରଣ

କ୍ରୀଡାପ୍ରେମୀଙ୍କ ପାଇଁ ଖୁସି ଖବର । ମଙ୍ଗଳବାରଠାରୁ ଡିଡି ସ୍ପୋର୍ଟ୍ସରେ ଦେଖିପାରିବେ ଅନ୍ତର୍ଜାତୀୟ କ୍ରିକେଟ ମ୍ୟାଚର ପୁନଃପ୍ରସାରଣ ।

author img

By

Published : Apr 7, 2020, 6:13 PM IST

Prasar Bharati seeks cricket content, BCCI agrees to provide
ମଙ୍ଗଳବାରଠାରୁ ଦୂରଦର୍ଶନରେ ଅନ୍ତର୍ଜାତୀୟ କ୍ରିକେଟ ମ୍ୟାଚର ପୁନଃପ୍ରସାରଣ

ନୂଆଦିଲ୍ଲୀ: କ୍ରୀଡାପ୍ରେମୀଙ୍କ ପାଇଁ ଖୁସି ଖବର । ମଙ୍ଗଳବାରଠାରୁ ଡିଡି ସ୍ପୋର୍ଟ୍ସରେ ଦେଖିପାରିବେ ଅନ୍ତର୍ଜାତୀୟ କ୍ରିକେଟ ମ୍ୟାଚର ପୁନଃପ୍ରସାରଣ । ଭାରତରେ ଖେଳାଯାଇଥିବା ପ୍ରାୟ 2000 ମ୍ୟାଚ ଦର୍ଶକ ପୁଣିଥରେ ଦୂରଦର୍ଶନରେ ଦେଖିପାରିବେ ।

କୋରୋନା ଭାଇରସ ଯୋଗୁଁ ସମଗ୍ର କ୍ରୀଡା ଜଗତ ବନ୍ଦ ରହିଛି । ସେଥିପାଇଁ ଦୂରଦର୍ଶନରେ କଣ୍ଟେଟ କମ ପଡିଛି । ଫଳରେ ପ୍ରସାର ଭାରତୀ(PB) ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(BCCI) ନିକଟରୁ କ୍ରିକେଟକୁ ମ୍ୟାଚ ପ୍ରସାରଣ ପାଇଁ ଅନୁମତି ମାଗିଛି ।

ସୂଚନା ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭେଦକର ବିସିସିଆଇ ଅଧିକାରୀଙ୍କ ସହ ବୈଠକ ପରେ ବିସିସିଆଇ ପକ୍ଷରୁ ଗ୍ରିନ ସିଗନାଲ ମିଳିଛି । ଭାରତ ସରକାର ଓ ସୂଚନା ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ମ୍ୟାଚର ଫୁଟେଜ ମଗାଯାଇଛି ଓ ବିସିସିଆଇ ଏଥିରେ ସହମତି ପ୍ରକାଶ କରିଥିବା ବିସିସିଆଇ କୋଷାଧକ୍ଷ ଅରୁଣ ସିଂହ ଧୁମଲ କହିଛନ୍ତି ।

ନଜର ପକାନ୍ତୁ ଡିଡି ସ୍ପୋର୍ଟ୍ସରେ ପୁନଃପ୍ରସାରଣ ହେବାକୁ ଥିବା ମ୍ୟାଚ ଉପରେ...

ବର୍ଷ 2000 ଦକ୍ଷିଣ ଆଫ୍ରିକାର ଭାରତ ଗସ୍ତ, (ଏହି ସିରିଜରେ ଭାରତର ଦମଦାର ପ୍ରଦର୍ଶନ, ଭିଭିଏସ ଲକ୍ଷ୍ମଣଙ୍କ ଐତିହାସିକ 284 ରନର ଇଂନିସ) , ବର୍ଷ 2002 ୱେଷ୍ଟଇଣ୍ଡିଜର ଭାରତ ଗସ୍ତ, 2005 ଶ୍ରୀଲଙ୍କାର ଭାରତ ଗସ୍ତ, ଏଥିସହିତ ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ ଓ ଭାରତ ମଧ୍ୟରେ 2003 ତ୍ରିପାକ୍ଷିକ ସିରିଜର ମଧ୍ୟ ପୁନଃପ୍ରସାରଣ ହେବ । ତେବେ ଏପ୍ରିଲ 14 ପର୍ଯ୍ୟନ୍ତ ଏହି ମ୍ୟାଚର ପ୍ରସାରଣଁ ହେବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.