ETV Bharat / sports

ବିନା ଦର୍ଶକରେ କ୍ରିକେଟକୁ ରବାଡାଙ୍କ ନାପସନ୍ଦ

author img

By

Published : Jun 6, 2020, 6:21 PM IST

ଦକ୍ଷିଣ ଆଫ୍ରିକା ସ୍ପିଡଷ୍ଟାର କାଗିସୋ ରବାଡା ବିନା ଦର୍ଶକରେ ଖାଲି ଷ୍ଟାଡିୟମରେ ଅନ୍ତର୍ଜାତୀୟ କ୍ରିକେଟ ମ୍ୟାଚକୁ ନାପସନ୍ଦ କରିଛନ୍ତି । ଅଧିକ ପଢନ୍ତୁ...

Playing behind closed doors will feel really bizarre, says kagiso Rabada
ବିନା ଦର୍ଶକରେ କ୍ରିକେଟକୁ ରବାଡାଙ୍କ ନାପସନ୍ଦ

ଜୋହାନ୍ସବର୍ଗ: ମହାମାରୀ କୋରୋନା ଭାଇରସ ସଂକ୍ରମଣ ଭୟ ଓ ଲକଡାଉନ କାରଣରୁ ସମସ୍ତ ପ୍ରକାର କ୍ରିକେଟ ବନ୍ଦ ରହିଛି । ଏପଟେ ବିନା ଦର୍ଶକରେ ଖାଲି ଷ୍ଟାଡିୟମରେ କ୍ରିକେଟ ଆରମ୍ଭ ପାଇଁ ଇଂଲଣ୍ଡ କ୍ରିକେଟ ବୋର୍ଡ ପ୍ରସ୍ତୁତି ଚଳାଇଛି ।

ତେବେ ଦକ୍ଷିଣ ଆଫ୍ରିକା ସ୍ପିଡଷ୍ଟାର କାଗିସୋ ରବାଡା ଏହାକୁ ନାପସନ୍ଦ କରିଛନ୍ତି । ରବାଡି କହିଛନ୍ତି ବିନା ଦର୍ଶକରେ ଖାଲି ଷ୍ଟାଡିୟମରେ କ୍ରିକେଟ ଖେଳିବା ବିରକ୍ତିକର ଅନୁଭବ ହେବ । ଅନ୍ତର୍ଜାତୀୟ ମ୍ୟାଚରେ ଫ୍ୟାନ୍ସଙ୍କ ଅନୁପସ୍ଥିତି ବିଶେଷ ଭାବେ ଅନୁଭୁତ ହେବ ।

ତେବେ ଏହି ମହାମାରୀ ସହ ଆମକୁ ଆଗକୁ ବଢିବାକୁ ହେବ । ସମସ୍ତଙ୍କ ସୁରକ୍ଷା ଦୃଷ୍ଟିରୁ ଷ୍ଟାଡିୟମରେ ଫ୍ୟାନ୍ସଙ୍କୁ ବାରଣ ନିଷ୍ପତ୍ତି ଭୁଲ ନୁହେଁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.