ETV Bharat / sports

ଜାଡେଜାଙ୍କୁ ନାପସନ୍ଦ 'ସାର୍‌' ଡାକ - 'ସାର୍‌' ସମ୍ବୋଧନ

ବ୍ୟକ୍ତିଗତ ଭାବେ ମତେ ସାର୍‌ ସମ୍ବୋଧନ ପସନ୍ଦ ନୁହେଁ । ମୁଁ ସବୁବେଳେ ଲୋକଙ୍କୁ କହେ ମତେ ମୋ ନାଁ ରେ ଡାକ , ଜଡ୍ଡୁ କିମ୍ବା ଜାଡେଜା ।

ravindra jadeja
ravindra jadeja
author img

By

Published : Mar 16, 2020, 12:38 AM IST

ନୂଆଦିଲ୍ଲୀ: ଭାରତୀୟ ଟିମର ଅଲରାଉଣ୍ଡର ରବିନ୍ଦ୍ର ଜାଡେଜାଙ୍କୁ ପ୍ରାୟ 'ସାର୍‌' ସମ୍ବୋଧନ କରାଯାଇ ଥାଏ । କିନ୍ତୁ ଏହି ଉପାଧି ତାଙ୍କୁ ବ୍ୟକ୍ତିଗତ ଭାବେ ତାଙ୍କୁ ପସନ୍ଦ ନୁହେଁ । ଜାଡେଜା ଏକ ସାକ୍ଷତକାରରେ କହିଛନ୍ତି ଯେ, ମାହି ଭାଇ ଏକ ଟ୍ବିଟ କରିଥିଲେ । ଏହି ଟ୍ବିଟ ପରେ ସାର୍‌ ନାଁ ମୋ ସହ ଯୋଡି ହୋଇଥିଲା । ବ୍ୟକ୍ତିଗତ ଭାବେ ମତେ ସାର୍‌ ସମ୍ବୋଧନ ପସନ୍ଦ ନୁହେଁ । ମୁଁ ସବୁବେଳେ ଲୋକଙ୍କୁ କହେ ମତେ ମୋ ନାଁ ରେ ଡାକ , ଜଡ୍ଡୁ କିମ୍ବା ଜାଡେଜା ।

ଏଥିସହ ଜାଡେଜା କହିଥିଲେ ଯେ, ଟିମ୍‌ର ଅନେକ ଖେଳାଳି କାଫି ଥଟ୍ଟାମଜା କରନ୍ତି । ବିରାଟ କୋହଲି ତାଙ୍କ ମଧ୍ୟରୁ ଜଣେ । ସେ ସମସ୍ତଙ୍କର ମିମିକ କରନ୍ତି । ଜାଡେଜା ଆହୁରି ମଧ୍ୟ କହିଛନ୍ତି, କ୍ରିକେଟ ବପତ କିଛି ଦେଇଛି । ବହୁତ ଲୋକଙ୍କ ଠାରୁ ବହୁତ କିଛି ଶିଖିବାକୁ ମିଳିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.