ETV Bharat / sports

ପାକିସ୍ତାନ ଖେଳାଳିଙ୍କ ହେଲା 3ୟ ରାଉଣ୍ଡ କୋରୋନା ଟେଷ୍ଟ - ପାକିସ୍ତାନ ଖେଳାଳିଙ୍କୁ କୋରୋନା

ପରୀକ୍ଷିତ ଏହି ପାଞ୍ଚ ଖେଳାଳି ହେଉଛନ୍ତି ବିଲାଲ ଆସିଫ, ଇମ୍ରାନ ବଟ, ମହମ୍ମଦ ନୱାଜ, ମୁସା ଖାନ ଏବଂ ରୋହେଲ ନାଜିର ଏବଂ ମାସୁର ମହମ୍ମଦ ଇମ୍ରାନ ।

pcb-conducts-third-round-of-covid-19-test-all-outcomes-on-saturday
ପାକିସ୍ତାନ ଖେଳାଳିଙ୍କ ହେଲା 3ୟ ରାଉଣ୍ଡ କୋରୋନା ଟେଷ୍ଟ
author img

By

Published : Jun 25, 2020, 10:15 PM IST

ଲାହୋର: ପାକିସ୍ତାନ କ୍ରିକେଟ୍ ବୋର୍ଡ ଗୁରୁବାର 5 ଜଣ ରିଜର୍ଭ ଖେଳାଳି ଏବଂ ଜଣେ ବ୍ୟାକଅପ୍ ଖେଳାଳି ଓ ସପୋର୍ଟ ଷ୍ଟାଫଙ୍କ କୋରୋନା ଟେଷ୍ଟ ହୋଇଛି । ପରୀକ୍ଷିତ ଏହି ପାଞ୍ଚ ଖେଳାଳି ହେଉଛନ୍ତି ବିଲାଲ ଆସିଫ, ଇମ୍ରାନ ବଟ, ମହମ୍ମଦ ନୱାଜ, ମୁସା ଖାନ ଏବଂ ରୋହେଲ ନାଜିର ଏବଂ ମାସୁର ମହମ୍ମଦ ଇମ୍ରାନ ।

29 ଜଣିଆ ଖେଳାଳି ଦଳ ଘୋଷଣା ହେବା ପରେ ବିଲାଲ, ଇମ୍ରାନ, ନୱାଜ ଏବଂ ମୁସା ରିଜର୍ଭ ଖେଳାଳି ଭାବରେ ନାମିତ ହୋଇଥିଲେ । ସେହିପରି ରୋହେଲଙ୍କୁ ବ୍ୟାକଅପ୍ ୱିକେଟ୍ କିପର ଭାବରେ ରଖାଯାଇଥିଲା ।

ତେବେ ଶନିବାର ପିସିବି ସମସ୍ତ ପରୀକ୍ଷଣର ଫଳାଫଳ ଘୋଷଣା କରିବ ଏବଂ ସେ ପର୍ଯ୍ୟନ୍ତ କୌଣସି ମନ୍ତବ୍ୟ ଦେବ ନାହିଁ ବୋଲି କହିଛି | ତେବେ ଉଲ୍ଲେଖଥାଉ କି ପୂର୍ବରୁ 10 ଖେଳାଳି ପଜିଟିଭ୍ ହୋଇସାରିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.