ETV Bharat / sports

ପାକିସ୍ତାନ ବିଶ୍ବର ଅନ୍ୟତମ ନିରାପଦ ସ୍ଥାନ: କ୍ରିସ ଗେଲ

author img

By

Published : Jan 10, 2020, 2:07 PM IST

ପାକିସ୍ତାନକୁ ନେଇ ୱେଷ୍ଟଇଣ୍ଡିଜ ପାୱର ହିଟର କ୍ରିସ ଗେଲ୍‌ଙ୍କ ବଡ ବୟାନ । ପାକିସ୍ତାନ ବିଶ୍ବର ଅନ୍ୟତମ ନିରାପଦ ସ୍ଥାନ ବୋଲି କହିଛନ୍ତି ଗେଲ୍‌ ।ଅଧିକ ପଢନ୍ତୁ...

Chris Gayle on pakistan
ପାକିସ୍ତାନ ବିଶ୍ବର ଅନ୍ୟତମ ନିରାପଦ ସ୍ଥାନ

ହାଇଦ୍ରାବାଦ: ପାକିସ୍ତାନକୁ ନେଇ ୱେଷ୍ଟଇଣ୍ଡିଜ ପାୱର ହିଟର କ୍ରିସ ଗେଲ୍‌ଙ୍କ ବଡ ବୟାନ । ପାକିସ୍ତାନ ବିଶ୍ବର ଅନ୍ୟତମ ନିରାପଦ ସ୍ଥାନ ବୋଲି କହିଛନ୍ତି ଗେଲ୍‌ ।
ଢାକାରେ ଛଟଗ୍ରାମ ଚ୍ୟାଲେଞ୍ଜର୍ସ ପକ୍ଷରୁ ବାଂଲାଦେଶ ପ୍ରିୟିମର ଲିଗ ଖେଳୁଛନ୍ତି ଗେଲ୍‌ । ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଗେଲ୍‌ ପାକିସ୍ତାନରେ ବର୍ତ୍ତମାନ କ୍ରିକେଟ ଖେଳିବା ନେଇ ସବୁଜ ସଙ୍କେତ ଦେଇଛନ୍ତି ।

ପ୍ରଥମ ଟିମ ଟିମ ଭାବେ ଦୀର୍ଘ 10 ବର୍ଷ ପରେ ଶ୍ରୀଲଙ୍କା, ପାକିସ୍ତାନ ଗସ୍ତ କରି ଟି20 ସିରିଜ ଖେଳିଛି । ଏହାପରେ ପାକିସ୍ତାନ କ୍ରିକେଟ ବୋର୍ଡ(PCB) ମୁଖ୍ୟ ଏହସାନ ମଣି ପାକିସ୍ତାନ କ୍ରିକେଟ ପାଇଁ ନିରାପଦ ବୋଲି କହିଥିଲେ ।

Intro:Body:

vcv

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.