ETV Bharat / sports

31ବର୍ଷରେ ଟେଷ୍ଟର ବେଷ୍ଟ ଷ୍ଟିଭ ସ୍ମିଥ, ଜାଫର ଜଣାଇଲେ ଶୁଭେଚ୍ଛା - ସ୍ମିଥଙ୍କୁ ୱାସିମ ଜାଫରଙ୍କ ୱାସିମ ଜାଫର

31ବର୍ଷରେ ପାଦ ଦେଇଛନ୍ତି ଅଷ୍ଟ୍ରେଲିଆ କ୍ରିକେଟର ଷ୍ଟିଭ ସ୍ମିଥ । ପୂର୍ବତନ ଭାରତୀୟ କ୍ରିକେଟର ୱାସିମ ଜାଫର ସ୍ମିଥଙ୍କୁ ଜନ୍ମ ଦିନର ଶୁଭେଚ୍ଛା ଜଣାଇବା ସହ, ବିଶ୍ବର ଅନ୍ୟତମ ଶ୍ରେଷ୍ଠ କ୍ରିକେଟର ବୋଲି କହିଛନ୍ତି ।

'One of the best in the world': Wasim Jaffer wwishes Steve Smith on his birthday
31ବର୍ଷରେ ଟେଷ୍ଟର ବେଷ୍ଟ ଷ୍ଟିଭ ସ୍ମିଥ, ଜାଫର ଜଣାଇଲେ ଶୁଭେଚ୍ଛା
author img

By

Published : Jun 2, 2020, 2:26 PM IST

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ କ୍ରିକେଟର ଷ୍ଟିଭ ସ୍ମିଥ 31ତମ ଜନ୍ମଦିନ ପାଳୁଛନ୍ତି । ପୂର୍ବତନ ଭାରତୀୟ କ୍ରିକେଟର ୱାସିମ ଜାଫର ସ୍ମିଥଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇବା ସହ, ବିଶ୍ବର ଅନ୍ୟତମ ଶ୍ରେଷ୍ଠ କ୍ରିକେଟର ବୋଲି କହିଛନ୍ତି ।

'One of the best in the world': Wasim Jaffer wwishes Steve Smith on his birthday
31ବର୍ଷରେ ଷ୍ଟିଭ ସ୍ମିଥ

ଆଇସିସି ଟେଷ୍ଟ ମାନ୍ୟତାରେ ବିଶ୍ବର ନଂ1 ବ୍ୟାଟ୍ସମ୍ୟାନ ରହିଛନ୍ତି ଷ୍ଟିଭ ସ୍ମିଥ । କ୍ୟାରିୟରରେ ବଡ ଚ୍ୟାଲେଞ୍ଜର ସାମ୍ନା କରିଥିଲେ ମଧ୍ୟ, କ୍ରିକେଟର ଏହି ଲମ୍ବା ଫର୍ମାଟରେ ନିଜକୁ ଶ୍ରେଷ୍ଠ ପ୍ରମାଣିତ କରିଛନ୍ତି ସ୍ମିଥ । ଟେଷ୍ଟ କ୍ରିକେଟରେ ଦ୍ରୁତତମ 7,000 ରନ ସଂଗ୍ରହହାସଲକାରୀ ବ୍ୟାଟ୍ସମ୍ୟାନ ରହିଛନ୍ତି ପୂର୍ବତନ ଅଷ୍ଟ୍ରେଲିଆ କ୍ୟାପଟେନ ।

ସ୍ମିଥଙ୍କ କ୍ୟାରିୟରକୁ ବିଶ୍ଲେଷଣ କଲେ ଅନେକଙ୍କୁ ବିଶ୍ବାସ କରିବା କଷ୍ଟକର ହୁଏ । ପ୍ରଥମେ ଜଣେ ଲେଗ୍ ସ୍ପିନର ଭାବେ କ୍ୟାରିୟର ଆରମ୍ଭ କରିଥିଲେ ଓ ଅଳ୍ପ ବ୍ୟାଟିଂ କରୁଥିଲେ । ମାତ୍ର ବର୍ତ୍ତମାନ ସମୟରେ ବିଶ୍ବର ଅନ୍ୟତମ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ ହୋଇପାରିଛନ୍ତି ।

ସ୍ମିଥ ଶେଷ ଥର ପାଇଁ ନ୍ୟୁଜିଲାଣ୍ଡ ବିପକ୍ଷ 3 ଟିକିଆ ଦିନିକିଆ ସିରିଜରେ ନଜର ଆସିଥିଲେ । ପ୍ରଥମ ମ୍ୟାଚ ବିନା ଦର୍ଶକରେ ଖେଳାଯିବା ପରେ, ମହାମାରୀ କୋରୋନା ଭାଇରସ ସଂକ୍ରମଣ ଭୟ ଯୋଗୁଁ ସିରିଜ ସ୍ଥଗିତ ରହିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.