ETV Bharat / sports

ଟି-20 ବିଶ୍ବକପ: ଆଜି ଦିନରେ ଧୋନି ଦେଖାଇଥିଲେ ଗ୍ଲୋବସର କମାଲ

author img

By

Published : Mar 23, 2020, 11:18 PM IST

ଆଜିକୁ ଠିକ୍‌ 4 ବର୍ଷ ପୂର୍ବେ ଆଜିର ଦିନରେ ଧୋନି ଦେଖାଇଥିଲେ ୱିକେଟ ପଛରେ ନିଜ ଗ୍ଲୋବସର କମାଲ । ରୋମାଞ୍ଚ ଭରା ମ୍ୟାଚରେ ମାତ୍ର 1 ରନରେ ବିଜୟୀ ହୋଇଥିଲା ଘରୋଇ ଭାରତୀୟ ଦଳ । ଅଧିକ ପଢନ୍ତୁ...

on-this-day-dhonis-sprint-wins-india-thriller-in-world-t20
ଟି-20 ବିଶ୍ବକପ: ଆଜି ଦିନରେ ଧୋନି ଦେଖାଇଥିଲେ ଗ୍ଲୋବସର କମାଲ

ହାଇଦ୍ରବାଦ: ଆଜିକୁ ଠିକ୍‌ 4 ବର୍ଷ ପୂର୍ବେ ଆଜିର ଦିନରେ ଧୋନି ଦେଖାଇଥିଲେ ୱିକେଟ ପଛରେ ନିଜ ଗ୍ଲୋବସର କମାଲ । ଧୂଳିସାତ୍‌ ହୋଇଥିଲା ବାଂଲାଦେଶୀଙ୍କ ସ୍ବପ୍ନ । ରୋମାଞ୍ଚ ଭରା ମ୍ୟାଚରେ ମାତ୍ର 1 ରନରେ ବିଜୟୀ ହୋଇଥିଲା ଘରୋଇ ଭାରତୀୟ ଦଳ ।

ତେବେ କରୋନା ଭାଇରସ୍ ମହାମାରୀ ସମଗ୍ର ବିଶ୍ୱରେ କ୍ରୀଡା ଉପରେ ପ୍ରଭାବ ଜାରି ରଖିଛି । ଫଳରେ ଛୋଟରୁ ବଡ ସମସ୍ତ ଟୁର୍ଣ୍ଣାମେଣ୍ଟ ଏବେ ବାତିଲ ହୋଇଛି । ଗୋଟେ ଅର୍ଥରେ କହିବାକୁ ଗଲେ କ୍ରୀଡା ଜଗତ ଏବେ ଯେମିତ ସ୍ତବ୍ଧ ପଡିଯାଇଛି । ତେବେ କ୍ରୀଡା ଦୁନିଆ ସହିତ ଆପଣଙ୍କୁ ଯୋଡି ରଖିବା ପାଇଁ ଇତିହାସର ସେହି ପୃଷ୍ଟାକୁ ପୁଣିଥରେ ଉଦଜୀବିତ କରିବାକୁ ଆମର ଏହି ପ୍ରୟାସ ।

on-this-day-dhonis-sprint-wins-india-thriller-in-world-t20
ଟି-20 ବିଶ୍ବକପ଼- 2016

ଦିନ ଥିଲା, 2016 ମାର୍ଚ୍ଚ 23 ତାରିଖ । ଟି-20 ବିଶ୍ବକପର ଗୁରୁକ୍ବପୂର୍ଣ୍ଣ ଲିଗ ପର୍ଯ୍ୟାୟ ମ୍ୟାଚ । ବେଙ୍ଗାଲୁରୁ ଏମ ଚିନ୍ନାସ୍ବାମୀ ଷ୍ଟାଡିୟମରେ ଥିଲା ମ୍ୟାଚ । ଭାରତ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ 20 ଓଭରରେ ମାତ୍ର 146/7ରନ କରି ପାରିଥିଲା । ବିପକ୍ଷ ବାଂଲାଦେଶ ଧାର୍ଯ୍ୟ ଲକ୍ଷ୍ୟକୁ ପିଛା କରି ଭଲ ଆରମ୍ଭ କରିଥିଲା । ଫାଇନାଲ ଓଭରର ଶେଷ ବଲରେ ବାଂଲାଦେଶକୁ ଜିତିବା ପାଇଁ 2 ରନ୍ ଆବଶ୍ୟକ ରହିଥିଲା । ଅନ୍ତିମ ଓଭରରେ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ହାତରେ ଥିଲା ବଲ୍ । ସେ ଶେଷ ବଲ୍ ଏକ ଡଟ୍ କରିଥିଲେ । ତେବେ ବାଂଲାଦେଶୀ ବ୍ୟାଟ୍ସମ୍ୟାନ ଗୋଟିଏ ରନ ଅକ୍ତିଆର କରି ମ୍ୟାଚକୁ ଟାଇ କରିବାକୁ ଚେଷ୍ଟା କରିଥିଲେ । ଆଉ ଏହା ପରେ ଏକ ସୁପର ଓଭର ହୋଇଥାନ୍ତା । ମାତ୍ର ଏହି ସମୟରେ ଧୋନି ଦେଖାଇଥିଲେ ତାଙ୍କର ଗ୍ଲୋବସର ଜଲୱା । ଧୋନି ବାଂଲାଦେଶୀ ବ୍ୟାଟ୍ସମ୍ୟାନ ମୁସ୍ତାଫିଜୁର ରହମାନଙ୍କୁ ଚତୁରତାର ସହ ରନ ଆଉଟ କରିଥିଲେ । ଆଉ ଏକ ରନରେ ଭାରତ ଜିତିଥିଲା ମ୍ୟାଚ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.