କଟକ: ଆଜିଠୁ ବିଜୟ ହଜାରେ ଟ୍ରଫି । ଗ୍ରୁପ ସିରେ ଓଡିଶା ଦଳ ରହିଛି । ଆଜି ବାଙ୍ଗାଲୋରର ଅଲୁର ଷ୍ଟାଡିଅମରେ ଓଡିଶା ତା'ର ପ୍ରଥମ ମ୍ୟାଚରେ କେରଳକୁ ଭେଟିବ ।

ତେବେ ଏନେଇ ଗତକାଲି(ଶୁକ୍ରବାର) ନେଟ୍ସରେ ଝାଳ ବୁହାଇଛନ୍ତି । ଉଭୟ ବୋଲିଂ ଓ ବ୍ୟାଟିଂ ଦିଗରେ ଜୋରଦାର ଅଭ୍ୟାସ କରିଛନ୍ତି । କାରଣ ଏହି ଘରୋଇ ଟ୍ରଫି ଶେଷ ମେଗା ଘରୋଇ ଇଭେଣ୍ଟ । ତେବେ ଏହାକୁ ଆଖି ଆଗରେ ଟିମ ଓଡିଶାର ଅଭ୍ୟାସ ଜାରି ରହିଛି ।
କଟକରୁ ପ୍ରଭୁକଲ୍ୟାଣ ପାଲ୍, ଇଟିଭି ଭାରତ