ETV Bharat / sports

ODI Super League: ଟପରେ ଅଷ୍ଟ୍ରେଲିଆ, ଷଷ୍ଠ ସ୍ଥାନରେ ଭାରତ

author img

By

Published : Dec 2, 2020, 7:35 PM IST

ତୃତୀୟ ଦିନିକିଆରେ ଧିମା ବୋଲିଂ ଯୋଗୁଁ ଗୋଟିଏ ପଏଣ୍ଟ ହରାଇଲା ଭାରତ । ଅଧିକ ପଢନ୍ତୁ...

ODI Super League: India lose a point due to slow over-rate; Aus sit on top
ଦିନିକିଆ ସୁପର ଲିଗ: ଶୀର୍ଷରେ ଅଷ୍ଟ୍ରେଲିଆ, ଷଷ୍ଠ ସ୍ଥାନରେ ଭାରତ

କାନବେରା: ଆରୋନ ପିଞ୍ଚଙ୍କ ନେତୃତାଧିନ ଅଷ୍ଟ୍ରେଲିଆ, ବୁଧବାର ଆଇସିସି ପୁରୁଷ କ୍ରିକେଟ ବିଶ୍ବକପ ସୁପର ଲିଗ ପଏଣ୍ଟ ଟେବୁଲର ଶୀର୍ଷକୁ ଉନ୍ନୀତ ହୋଇଛି । ଭାରତ ବିପକ୍ଷ 3 ଟିକିଆ ଦିନିକିଆ ସିରିଜକୁ 2-1ରେ ହାତଇବା ପରେ ଏହି ସଫଳତା ହାସଲ କରିଛି କଙ୍ଗାରୁ ଦଳ ।

ODI Super League: India lose a point due to slow over-rate; Aus sit on top
ସିରିଜ ବିଜୟୀ ଅଷ୍ଟ୍ରେଲିଆ

ଏହି ସିରିଜରୁ ଆୟୋଜକ ଅଷ୍ଟ୍ରେଲିଆ 40 ପଏଣ୍ଟ ହାସଲ କରିଛି । ଅନ୍ୟପଟେ ତୃତୀୟ ତଥା ଶେଷ ଦିନିକିଆକୁ 13 ରନରେ ଜିତି ଦିନିକିଆ ସୁପର ଲିଗର ପ୍ରଥମ ପଏଣ୍ଟ ହାସଲ କରିଛି ଭାରତ ।

ମୋଟ 9 ପଏଣ୍ଟ ସହ ତାଲିକାର ଷଷ୍ଠ ସ୍ଥାନରେ ରହିଛି ବିରାଟ ବାହିନୀ । ତୃତୀୟ ଦିନିକିଆ ବିଜୟପରେ 10ପଏଣ୍ଟ ହାସଲ କରିଥାନ୍ତା ଭାରତ, ମାତ୍ର ଧୀମା ବୋଲିଂ ଯୋଗୁଁ ଗୋଟିଏ ପଏଣ୍ଟ ହରାଇଛି ମେନ ଇନ ବ୍ଲୁ ।

ପୂର୍ବରୁ ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଦିନିକିଆରେ ଧୀମା ବୋଲିଂ ଯୋଗୁଁ ପ୍ରତ୍ୟେକ ଭାରତୀୟ ଖେଳାଳିଙ୍କ 20 ପ୍ରତିଶତ ମ୍ୟାଚ ଫି କାଟ କାଟିଥିଲା ଆଇସିସି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.