ETV Bharat / sports

ଓସିଏଲ: ପ୍ରଥମ ସଂସ୍କରଣର ଚମ୍ପିଆନ ପାନ୍ଥର୍ସ

author img

By

Published : Jan 14, 2021, 8:50 AM IST

Updated : Jan 14, 2021, 12:57 PM IST

ଓଡିଶା ପାନ୍ଥର୍ସର ବାଜିମାତ୍‌ । ବିପକ୍ଷ ଦଳ ଲାୟନ୍ସକୁ 6 ଓ୍ବିକେଟରେ ପରାଜୟ କରି ପାନ୍ଥର୍ସ ଓଡିଶା କ୍ରିକେଟ ଲିଗ୍‌ର ଚମ୍ପିଆନ ହୋଇଛି । ପଢନ୍ତୁ ସମ୍ପୂର୍ଣ୍ଣ ଖବର..

ଓସିଏଲ: ପ୍ରଥମ ସଂସ୍କରଣର ଚମ୍ପିଆନ ପାନ୍ଥର୍ସ
ଓସିଏଲ: ପ୍ରଥମ ସଂସ୍କରଣର ଚମ୍ପିଆନ ପାନ୍ଥର୍ସ

କଟକ: ସରିଲା ଓସିଏଲ । ଫାଇନାଲ୍ ମ୍ୟାଚରେ ବାଜି ମାରିଲା ଓଡିଶା ପାନ୍ଥର୍ସ । ବିପକ୍ଷ ଦଳ ଲାୟନ୍ସକୁ 6 ଓ୍ବିକେଟରେ ପରାଜୟ କରି ପାନ୍ଥର୍ସ ଓଡିଶା କ୍ରିକେଟ ଲିଗ୍‌ର ଚମ୍ପିଆନ ହୋଇଛି ।

ଓସିଏଲ: ପ୍ରଥମ ସଂସ୍କରଣର ଚମ୍ପିଆନ ପାନ୍ଥର୍ସ

ବାରବାଟୀ ଷ୍ଟାଡିୟମରେ ଟସ ଜିତି ବ୍ୟାଟିଂ ଆରମ୍ଭ କରିଥିବା ଓଡିଶା ଲାୟନ୍ସ ନିର୍ଦ୍ଧାରିତ 20 ଓଭରରେ 9 ଓ୍ବିକେଟ ହରାଇ 113 ରନ କରିଥିଲା । ଦଳ ପକ୍ଷରୁ ନୌତମ ଭଞ୍ଜ ସର୍ବାଧିକ 38 ରନ କରିଥିଲେ । ତେବେ 114ରନ୍‌ର ବିଜୟଲକ୍ଷ୍ୟ ନେଇ ଗ୍ରାଉଣ୍ଡକୁ ଓହ୍ଲାଇଥିଲା ପାନ୍ଥର୍ସ । ତେବେ 19.1 ଓଭରରେ 4 ଓ୍ବିକେଟ ହରାଇ 115ରନ୍‌ କରିଥିଲା ଦଳ ।

ତେବେ ଏହି ମ୍ୟାଚରେ ପୂର୍ବତନ ଭାରତୀୟ ଖେଳାଳି ପ୍ରଜ୍ଞାନ ଓଝା ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଖେଳାଳିମାନଙ୍କ ମନୋବଳ ବୃଦ୍ଧି କରିଥିଲେ ।

କଟକରୁ ପ୍ରଭୁକଲ୍ୟାଣ ପାଲ୍‌, ଇଟିଭି ଭାରତ

Last Updated : Jan 14, 2021, 12:57 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.