ETV Bharat / sports

ଓସିଏ ଭିଜନ 2024, ଟ୍ରେନର୍ସ କୋଚିଂ ଆରମ୍ଭ - ଟ୍ରେନର୍ସ ପ୍ରଶିକ୍ଷଣ ଶିବିର

ବିସିସିଆଇ କ୍ଵାଲିଫାଇଡ଼ ଟ୍ରେନର ଅମୀୟ ମହାନ୍ତି ଓ ଫିଜିଓ ଅଶ୍ବିନୀ କୁମାର ରବି ଟ୍ରେନର୍ସଙ୍କୁ ପ୍ରଶିକ୍ଷଣ ଦେଉଛନ୍ତି । ଅଧିକ ପଢନ୍ତୁ...

OCA's vision 24: after curator traing, trainers programme starts
ଓସିଏ ଭିଜନ 2024, ଟ୍ରେନର୍ସ କୋଚିଂ ଆରମ୍ଭ
author img

By

Published : Mar 23, 2021, 10:40 PM IST

କଟକ: ଓଡିଶା କ୍ରିକେଟ ଆସୋସିଏସନରେ ଜାରି ରହିଛି ଟ୍ରେନର୍ସ ପ୍ରଶିକ୍ଷଣ ଶିବିର । ଓସିଏର ଅନୁବନ୍ଧିତ ଜିଲା କ୍ଳବ ଓ ସ୍କୁଲ କଲେଜରୁ ଆସିଥିବା 37ଜଣ ଟ୍ରେନର୍ସ ନେଉଛନ୍ତି ପ୍ରଶିକ୍ଷଣ । ବିସିସିଆଇ କ୍ଵାଲିଫାଇଡ଼ ଟ୍ରେନର ଅମୀୟ ମହାନ୍ତି ଓ ଫିଜିଓ ଅଶ୍ବିନୀ କୁମାର ରବି ଏହି ଟ୍ରେନର୍ସଙ୍କୁ ପ୍ରଶିକ୍ଷଣ ଦେଉଛନ୍ତି।

OCA's vision 24: after curator traing, trainers programme starts
ଓସିଏ ଭିଜନ 2024, ଟ୍ରେନର୍ସ କୋଚିଂ ଆରମ୍ଭ

ମାର୍ଚ୍ଚ 23 ରୁ ଆରମ୍ଭ ହୋଇଛି ଏହି କାର୍ଯ୍ୟକ୍ରମ । ଭିଜନ 2024କୁ ଦୃଷ୍ଟିରେ ରଖି ଓସିଏ କୋଚିଂ, ପିଚ୍‌ କ୍ୟୁରେଟର ପ୍ରଶିକ୍ଷଣ ପରେ ଏବେ ଟ୍ରେନର୍ସଙ୍କୁ ଦିଆଯାଉଛି ଉଚ୍ଚ କୋଟିର ପ୍ରଶିକ୍ଷଣ। ଯାହାଦ୍ବାରା କ୍ରିକେଟ ଓ କ୍ରିକେଟର ବିକାଶ ହୋଇପାରିବ।

କଟକରୁ ପ୍ରଭୁ କଲ୍ୟାଣ ପାଲ୍‌, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.