କଟକ:19ବର୍ଷରୁ କମ ଓଡିଶା ଦଳ ପାଇଁ ଚୟନ ହେଲେ କୋଚିଂ ଷ୍ଟାଫ୍ । ବ୍ୟାଟିଂରେ ରଶ୍ମି ରଞ୍ଜନ ଦାଶ ଓ ବୋଲିଂ ବିଭାଗର କୋଚ ଭାବେ ଶୋଭେନ ଦେବଙ୍କୁ ନିଯୁକ୍ତି ଦେଲା ଓଡିଶା କ୍ରିକେଟ ଆସୋସିଏସନ।

ଆଗାମୀ ଦିନରେ ହେବାକୁ ଥିବା 19 ବର୍ଷ ରୁ କମ କ୍ରିକେଟରେ ଓଡିଶାର ଭଲ ପ୍ରଦର୍ଶନ ଲକ୍ଷ୍ୟ ରଖି ହୋଇଛି ଗେମ ପ୍ଲାନ । ଉଭୟ ଏହି ଗୁରୁ ଦାଇତ୍ବ ଗ୍ରହଣ କରିବା ପରେ ଶୁଭେଚ୍ଛା ଜଣାଇଛି ଓଡିଶା କ୍ରିକେଟ ଆସୋସିଏସନ ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ