ETV Bharat / sports

ଧୋନିଙ୍କ ପରି କେହି ହୋଇପାରିବେନି: ସଞ୍ଜୁ ସାମସନ - ସଞ୍ଜୁ ସାମସନଙ୍କ ବିସ୍ପୋରକ ବ୍ୟାଟିଂ

ସଞ୍ଜୁ ସାମସନ କହିଛନ୍ତି ଧୋନିଙ୍କ ପରି ''କେହି କେହିପାରିବେ ନାହିଁ'' କିମ୍ବା "କେହି ଚେଷ୍ଟା କରିବା ଉଚିତ ନୁହେଁ ।"

No one can, no one should try to play like MS Dhoni: Sanju Samson
ଧୋନିଙ୍କ ପରି କେହି ହୋଇପାରିବେନି: ସଞ୍ଜୁ ସାମସନ
author img

By

Published : Sep 29, 2020, 9:15 PM IST

ଦୁବାଇ: ମହେନ୍ଦ୍ର ସିଂ ଧୋନିଙ୍କୁ ନେଇ ସୋମବାର ରାଜସ୍ଥାନ ରୟାଲ୍ସର ଷ୍ଟାର ସଞ୍ଜୁ ସାମସନଙ୍କ ବଡ ବୟାନ । ସାମସନ କହିଛନ୍ତି ଧୋନିଙ୍କ ପରି ''କେହି କେହିପାରିବେ ନାହିଁ'' କିମ୍ବା "କେହି ଚେଷ୍ଟା କରିବା ଉଚିତ ନୁହେଁ ।" ଗତ ମ୍ୟାଚରେ ବିସ୍ପୋରକ ବ୍ୟାଟିଂ ସହ ବିଜୟୀ ଇଂନିସ ଖେଳିଥିଲେ ସଞ୍ଜୁ ସାମସନ । ପରେ ତାଙ୍କୁ ଅବିଶ୍ବସନୀୟ ପାୱାରହିଟିଂ ପାଇଁ ଧୋନିଙ୍କ ସହ ତୁଳନା କରାଯାଇଥିଲା । ତେବେ ଏହାକୁ ନାପସନ୍ଦ କରିଛନ୍ତି ସାମସନ ।

No one can, no one should try to play like MS Dhoni: Sanju Samson
ସଞ୍ଜୁ ସାମସନ

କିଙ୍ଗ୍ସ ଇଲେଭେନ ପଞ୍ଜାବ ଓ ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷରେ ଦୁଇଟି ବଡ ବିଜୟ ହାସଲ କରିଛି ରାଜସ୍ଥାନ ରୟାଲ୍ସ । ଦ୍ବିତୀୟ ବିଜୟଟି ଆଇପିଏଲ ଇତିହାସର ଅନ୍ୟତମ ରେକର୍ଡ ରନ ଚେଜ ।

ଶଶି ଥରୁର

ଗୌତମ ଗମ୍ଭୀର

ବିସ୍ପୋରକ ବ୍ୟାଟିଂ ପରେ କେରଳର ଥିରୁଅନନ୍ତପୁରମ କଂଗ୍ରେସ ସାଂସଦ ଶଶି ଥରୁର ସାମସନଙ୍କୁ ପରବର୍ତ୍ତୀ ଧୋନି ବୋଲି କହିଥିଲେ । ମାତ୍ର ସାମସନ ଏହାକୁ ଅସ୍ବୀକାର କରିଛନ୍ତି । ବିଜେପି ସାଂସଦ ତଥା ପୂର୍ବତନ ଭାରତୀୟ କ୍ରିକେଟର ଗୌତମ ଗମ୍ଭୀର ମଧ୍ୟ ଏଥିରେ ଅସହମତି ପ୍ରକାଶ କରିଥିଲେ । ଗମ୍ଭୀର କହିଥିଲେ ଧୋନିଙ୍କ ପରି ହେବା ପରିବର୍ତ୍ତେ 25 ବର୍ଷୀୟ ଯୁବ ଖେଳାଳି ଭାରତୀୟ କ୍ରିକେଟର ସଞ୍ଜୁ ସାମସନ ହେବାକୁ ଚେଷ୍ଟା କରିବା ଉଚିତ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.