ETV Bharat / sports

ଧୋନିଙ୍କ ପରି କେହି ହୋଇପାରିବେନି: ସଞ୍ଜୁ ସାମସନ

ସଞ୍ଜୁ ସାମସନ କହିଛନ୍ତି ଧୋନିଙ୍କ ପରି ''କେହି କେହିପାରିବେ ନାହିଁ'' କିମ୍ବା "କେହି ଚେଷ୍ଟା କରିବା ଉଚିତ ନୁହେଁ ।"

No one can, no one should try to play like MS Dhoni: Sanju Samson
ଧୋନିଙ୍କ ପରି କେହି ହୋଇପାରିବେନି: ସଞ୍ଜୁ ସାମସନ
author img

By

Published : Sep 29, 2020, 9:15 PM IST

ଦୁବାଇ: ମହେନ୍ଦ୍ର ସିଂ ଧୋନିଙ୍କୁ ନେଇ ସୋମବାର ରାଜସ୍ଥାନ ରୟାଲ୍ସର ଷ୍ଟାର ସଞ୍ଜୁ ସାମସନଙ୍କ ବଡ ବୟାନ । ସାମସନ କହିଛନ୍ତି ଧୋନିଙ୍କ ପରି ''କେହି କେହିପାରିବେ ନାହିଁ'' କିମ୍ବା "କେହି ଚେଷ୍ଟା କରିବା ଉଚିତ ନୁହେଁ ।" ଗତ ମ୍ୟାଚରେ ବିସ୍ପୋରକ ବ୍ୟାଟିଂ ସହ ବିଜୟୀ ଇଂନିସ ଖେଳିଥିଲେ ସଞ୍ଜୁ ସାମସନ । ପରେ ତାଙ୍କୁ ଅବିଶ୍ବସନୀୟ ପାୱାରହିଟିଂ ପାଇଁ ଧୋନିଙ୍କ ସହ ତୁଳନା କରାଯାଇଥିଲା । ତେବେ ଏହାକୁ ନାପସନ୍ଦ କରିଛନ୍ତି ସାମସନ ।

No one can, no one should try to play like MS Dhoni: Sanju Samson
ସଞ୍ଜୁ ସାମସନ

କିଙ୍ଗ୍ସ ଇଲେଭେନ ପଞ୍ଜାବ ଓ ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷରେ ଦୁଇଟି ବଡ ବିଜୟ ହାସଲ କରିଛି ରାଜସ୍ଥାନ ରୟାଲ୍ସ । ଦ୍ବିତୀୟ ବିଜୟଟି ଆଇପିଏଲ ଇତିହାସର ଅନ୍ୟତମ ରେକର୍ଡ ରନ ଚେଜ ।

ଶଶି ଥରୁର

ଗୌତମ ଗମ୍ଭୀର

ବିସ୍ପୋରକ ବ୍ୟାଟିଂ ପରେ କେରଳର ଥିରୁଅନନ୍ତପୁରମ କଂଗ୍ରେସ ସାଂସଦ ଶଶି ଥରୁର ସାମସନଙ୍କୁ ପରବର୍ତ୍ତୀ ଧୋନି ବୋଲି କହିଥିଲେ । ମାତ୍ର ସାମସନ ଏହାକୁ ଅସ୍ବୀକାର କରିଛନ୍ତି । ବିଜେପି ସାଂସଦ ତଥା ପୂର୍ବତନ ଭାରତୀୟ କ୍ରିକେଟର ଗୌତମ ଗମ୍ଭୀର ମଧ୍ୟ ଏଥିରେ ଅସହମତି ପ୍ରକାଶ କରିଥିଲେ । ଗମ୍ଭୀର କହିଥିଲେ ଧୋନିଙ୍କ ପରି ହେବା ପରିବର୍ତ୍ତେ 25 ବର୍ଷୀୟ ଯୁବ ଖେଳାଳି ଭାରତୀୟ କ୍ରିକେଟର ସଞ୍ଜୁ ସାମସନ ହେବାକୁ ଚେଷ୍ଟା କରିବା ଉଚିତ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.