ETV Bharat / sports

ସୋଫି ଡେଭିନ ନ୍ୟୁଜିଲାଣ୍ଡ ମହିଳା କ୍ରିକେଟ ଟିମର କ୍ୟାପଟେନ ନିଯୁକ୍ତ

author img

By

Published : Jul 9, 2020, 10:59 AM IST

ନ୍ୟୁଜିଲାଣ୍ଡ ମହିଳା କ୍ରିକେଟ ଟିମର ନିୟମିତ କ୍ୟାପଟେନ ନିଯୁକ୍ତ ହୋଇଛନ୍ତି ସୋଫି ଡେଭିନ । ଏଥିସହିତ ଏମି ସାତ୍ତର୍ଥୱେଟ ଭାଇସ-କ୍ୟାପଟେନ ଭାବେ ମଧ୍ୟ ଦାୟିତ୍ବ ମିଳିଛି ।

News Zealand name Sophie Devine as permanent skipper
ସୋଫି ଡେଭିନ ନ୍ୟୁଜିଲାଣ୍ଡ ମହିଳା କ୍ରିକେଟ ଟିମର କ୍ୟାପଟେନ ନିଯୁକ୍ତ

ଅକଲାଣ୍ଡ: ନ୍ୟୁଜିଲାଣ୍ଡ ମହିଳା କ୍ରିକେଟ ଟିମର ନୀୟମିତ କ୍ୟାପଟେନ ନିଯୁକ୍ତ ହୋଇଛନ୍ତି ସୋଫି ଡେଭିନ । ଏଥିସହିତ ଏମି ସାତ୍ତର୍ଥୱେଟ ଭାଇସ-କ୍ୟାପଟେନ ଭାବେ ମଧ୍ୟ ଦାୟିତ୍ବ ମିଳିଛି । ଏନେଇ ନ୍ୟୁଜିଲାଣ୍ଡ କ୍ରିକେଟ ବୋର୍ଡ ପକ୍ଷରୁ ଗୁରୁବାର ଘୋଷଣା କରାଯାଇଛି ।

ଗତ ସିଜିନରେ ଡେଭିନ, ହ୍ବାଇଟ ଫର୍ଣ୍ଣସର କ୍ୟାପଟେନ ଦାୟିତ୍ବ ଅନ୍ତରୀଣ ଭାବେ ଗ୍ରହଣ କରିଥିଲେ । ପରେ ତାଙ୍କୁ ପୂର୍ଣ୍ଣକାଳୀନ କ୍ୟାପଟେନ ଭାବେ ଘୋଷଣା କରାଯାଇଛି ।

2021ରେ ଆଇସିସି ମହିଳା ଦିନିକିଆ ବିଶ୍ବକପର ଆୟୋଜକ ରହିଛି ନ୍ୟୁଜିଲାଣ୍ଡ । ସେଥିପାଇଁ ଘରସଜଡା ସହ ଆଗୁଆ ପ୍ରସ୍ତୁତି ଆରମ୍ଭ କରିଛି ନ୍ୟୁଜିଲାଣ୍ଡ ମହିଳା କ୍ରିକେଟ ।

"ଟିମର ନେତୃତ୍ବ ନେବାକୁ ସୁଯୋଗ ମିଳିଥିବାରୁ ଏହା ସମ୍ମାନର କଥା । ଏଥି ପାଇଁ ସେ ଏହି ଗୁରୁଦାୟିତ୍ବକୁ ଆହ୍ବାନ ଭାବେ ଗ୍ରହଣ କରିବେ ।" ଏକ ଅଫିସିଆଲ ଘୋଷଣାନାମାରେ ଏହା କହିଛନ୍ତି କ୍ୟାପଟେନ ସୋଫି ଡେଭିନ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.