ETV Bharat / sports

ବିଶ୍ବକପ ଫାଇନାଲ: ନ୍ୟୁଜିଲାଣ୍ଡ ସପକ୍ଷରେ ରହିଛି ରେକର୍ଡ

ସଣ୍ଡେ ସୁପର ଫାଇଟରେ ବିଶ୍ବକପ ଫାଇନାଲ ମୁକାବିଲା । ସୌଭାଗ୍ୟର ସହତି ଫାଇନାଲରେ ପହଁଞ୍ଚିଥିବା ନ୍ୟୁଜିଲାଣ୍ଡକୁ ଭେଟୁଛି ଆୟୋଜକ ଇଂଲଣ୍ଡ ।

author img

By

Published : Jul 14, 2019, 4:31 AM IST

Updated : Jul 14, 2019, 4:30 PM IST

ଡିଜାଇନ ଫଟୋ

ଲର୍ଡ୍ସ: ସଣ୍ଡେ ସୁପର ଫାଇଟରେ ବିଶ୍ବକପ ଫାଇନାଲ ମୁକାବିଲା । ସୌଭାଗ୍ୟର ସହିତ ଫାଇନାଲରେ ପହଁଞ୍ଚିଥିବା ନ୍ୟୁଜିଲାଣ୍ଡକୁ ଭେଟୁଛି ଆୟୋଜକ ଇଂଲଣ୍ଡ । ତେବେ ଉଭୟ ଦଳ ନିଜର ପ୍ରଥମ ଟାଇଟଲ ଆଶାରେ ଲଢେଇ କରିବେ । ତେବେ ଦୁଇ ଦଳ ହେଡ ଟୁ ହେଡ ରେକର୍ଡ ଉପରେ ନଜର ପକାଇଲେ, ନ୍ୟୁଜିଲାଣ୍ଡ ପଲ୍ଲା ଭାରି ରହିଛି ।

ତେବେ ଉଭୟ ଦଳ ମଧ୍ୟରେ 90ଟି ଦିନିକିଆ ମ୍ୟାଚ ଖେଳାଯାଇଛି । ଏଥିମଧ୍ୟରୁ ଇଂଲଣ୍ଡ 41ଟିରେ ଜିତିଥିବା ବେଳେ ନ୍ୟୁଜିଲ୍ୟାଣ୍ଡ 43ଟି ମ୍ୟାଚ୍‌ରେ ବାଜିମାତ କରିଛି । ଦୁଇଟି ମ୍ୟାଚ ଟାଏରେ ଶେଷ ହୋଇଥିବା ବେଳେ 4ଟିରେ କୌଣସି ଫଳାଫଳ ବାହାରିପାରି ନଥିଲା ।

ତେବେ 2015 ବିଶ୍ୱକପର ଲିଗ ପର୍ଯ୍ୟାୟରେ ନ୍ୟୁଜିଲ୍ୟାଣ୍ଡ ୱେଲଙ୍ଗିଟନ୍‌ରେ ଇଂଲଣ୍ଡକୁ ଭେଟିଥିଲା । ଯେଉଁଥିରେ ନ୍ୟୁଜିଲାଣ୍ଡ ବିଜୟୀ ହୋଇଥିଲା । ତେବେ ବିଶ୍ୱକପରେ ନ୍ୟୁଜିଲାଣ୍ଡ-ଇଂଲଣ୍ଡ ହେଡ ଟୁ ହେଡ ରେକର୍ଡ 5-4 ରହିଛି ।

Intro:Body:

BLANK FOR LINK 

Conclusion:
Last Updated : Jul 14, 2019, 4:30 PM IST

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.