ETV Bharat / sports

ଅକଲାଣ୍ଡ ଟି-20: ପାକିସ୍ତାନ ପରାସ୍ତ, 5 ୱିକେଟରେ ନ୍ୟୁଜିଲାଣ୍ଡ ବିଜୟୀ

ପ୍ରଥମ ଟି-20ରେ 5 ୱିକେଟରେ ପାକିସ୍ତାନକୁ ହରାଇ 3 ମ୍ୟାଚ ବିଶିଷ୍ଟ ଟି-20 ସିରିଜରେ 1-0ରେ ଆଗୁଆ ନ୍ୟୁଜିଲାଣ୍ଡ । ଅଧିକ ପଢନ୍ତୁ...

author img

By

Published : Dec 18, 2020, 4:17 PM IST

New Zealand beats Pakistan by 5 wickets in 1st T20
ଅକଲାଣ୍ଡ ଟି-20: ପାକିସ୍ତାନ ପରାସ୍ତ, 5 ୱିକେଟରେ ନ୍ୟୁଜିଲାଣ୍ଡ ବିଜୟୀ

ଅକଲାଣ୍ଡ: ପ୍ରଥମ ଟି-20ରେ 5 ୱିକେଟରେ ପାକିସ୍ତାନକୁ ହରାଇଲା ନ୍ୟୁଜିଲାଣ୍ଡ । ଫଳରେ 3 ମ୍ୟାଚ ବିଶିଷ୍ଟ ଟି-20 ସିରିଜରେ 1-0ରେ ଆଗୁଆ ହୋଇଛି ଘରୋଇଦଳ ।

ନ୍ୟୁଜିଲାଣ୍ଡ ପକ୍ଷରୁ ବିଜୟର ପ୍ରମୁଖ ଭୁମିକା ଗ୍ରହଣ କରିଥିଲେ ପ୍ରଥମ ଟି-20 ଅନ୍ତର୍ଜାତୀୟ ମ୍ୟାଚ ଖେଳୁଥିବା ଦ୍ରୁତ ବୋଲର ଜାକବ ଡଫି ।

4ଟି ୱିକେଟ ହାସଲ କରିବା ସହ ପାକିସ୍ତାନକୁ ପରାଜୟ ମୁହଁକୁ ଠେଲିଦେଇଥିଲେ ଜାକବ । ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା ଭ୍ରମଣକାରୀ ପାକିସ୍ତାନ । ପରେ ନିର୍ଧାରିତ 20 ଓଭରରେ 153/9ରେ ପାକିସ୍ତାନକୁ ରୋକିଥିଲେ ନ୍ୟୁଜିଲାଣ୍ଡ ବୋଲର ।

ପରେ ଓପନର ଟିମ ସୈଫର୍ଟଙ୍କ 57 ରନର ଅର୍ଦ୍ଧଶତକୀୟ ଇଂନିସ ଓ ମାର୍କ ଚାପମାନଙ୍କ 34 ରନ ବଳରେ 5 ୱିକେଟରେ ବିଜୟୀ ହୋଇଛି ଘରୋଇ ନ୍ୟୁଜିଲାଣ୍ଡ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.